ହାତରୁ ଦୁଇ ହାତ ହେବେ କି ଏକତା ? ଇସାରା ଇସାରାରେ...

ମୁମ୍ବାଇ: ଶୀଘ୍ର ହାତକୁ ଦୁଇହାତ ହୋଇପାରନ୍ତି ନିର୍ଦ୍ଦେଶକ, ପ୍ରଯୋଜକ ତଥା ଟିଭି କୁଇନ୍‌ ଏକ୍‌ତା କପୁର। ଏମିତି କିଛି ଆଭାସ ମିଳୁଛି। ଯାହା ସେ ଇସାରା ଇସାରାରେ କହିଛନ୍ତି। ଇନଷ୍ଟାଗ୍ରାମରେ ସେ କରିଥିବା ଏକ ପୋଷ୍ଟକୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି। କଥା ହେଉଛି, ଏକତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ‘‘କିଛି ହୁଏତ ଡେରିରେ ଆସେ, କିନ୍ତୁ ତା’ର ଅପେକ୍ଷା କରିବା ଅନେକ ସମୟରେ  ଲାଭ […]

ekta-kapoor

ekta-kapoor

Rakesh Mallick
  • Published: Tuesday, 05 June 2018
  • Updated: 05 June 2018, 08:45 PM IST

Sports

Latest News

ମୁମ୍ବାଇ: ଶୀଘ୍ର ହାତକୁ ଦୁଇହାତ ହୋଇପାରନ୍ତି ନିର୍ଦ୍ଦେଶକ, ପ୍ରଯୋଜକ ତଥା ଟିଭି କୁଇନ୍‌ ଏକ୍‌ତା କପୁର। ଏମିତି କିଛି ଆଭାସ ମିଳୁଛି। ଯାହା ସେ ଇସାରା ଇସାରାରେ କହିଛନ୍ତି। ଇନଷ୍ଟାଗ୍ରାମରେ ସେ କରିଥିବା ଏକ ପୋଷ୍ଟକୁ ନେଇ ଏମିତି କିଛି ଚର୍ଚ୍ଚା ହେଉଛି।

ekta-kapoorକଥା ହେଉଛି, ଏକତା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ‘‘କିଛି ହୁଏତ ଡେରିରେ ଆସେ, କିନ୍ତୁ ତା’ର ଅପେକ୍ଷା କରିବା ଅନେକ ସମୟରେ  ଲାଭ ଦାୟକ ହୋଇଥାଏ। ମୁଁ ଭାଗ୍ୟବାନ୍‌ ଯେ ଉପଯୁକ୍ତ ମଣିଷଙ୍କୁ ଅପେକ୍ଷା କରିଥିଲି।’’

ekta-kapoorଏଥିରୁ ଅନୁମାନ କରାଯାଉଛି ଯେ, ବୋଧହୁଏ ଏକତାଙ୍କୁ ନିଜ ମନପସନ୍ଦର ଜୀବନସାଥୀ ମିଳିଯାଇଛି।

ekta-kapoorପୂର୍ବରୁ ଏକତା ଏକ ସାକ୍ଷତକାରରେ କହିଥିଲେ ଯେ, “ଘର ଲୋକେ ବାହାଘର କରିବାକୁ ଚାହୁଁଛନ୍ତି। ହେଲେ ମୋତେ ଲାଗୁଛି ଏଥିପାଇଁ ମୁଁ ଏବେ ପ୍ରସ୍ତୁତ ନାହିଁ। ମୁଁ ନିଜ କାମକୁ ବହୁତ ଭଲ ପାଏ ଓ ଏହାକୁ ନେଇ ଖୁସି ଅଛି। ସାଙ୍ଗମାନଙ୍କ ସହ ଛୁଟି କାଟିବାକୁ ଯିବାକୁ ଖୁବେ ପସନ୍ଦ କରେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story