ଆଇଟମ୍ ସଙ୍ଗରେ ସୋନାକ୍ଷୀ

sonakhi

ମୁମ୍ୱାଇ: ଫିଲ୍ମ ‘ଅଲ୍ ଇଜ ୱେଲର’ ଏକ ଆଇଟମ୍ ସଙ୍ଗରେ ଅଭିଷେକଙ୍କ ସହ ଫରାଟେଦାର୍ ଡାନସ୍ କରିଛନ୍ତି ସୋନାକ୍ଷୀ  ସିହ୍ନା। ପଂଜାବୀ ବିଟରେ ଜବରଦସ୍ତ ଡାନସ୍ ମୁଭସ୍ ଦେଇଛନ୍ତି ସୋନାବେବି। ଆଉ ଏହି ଗୀତରେ ସୋନାକ୍ଷୀ ତାଙ୍କ ଲୁକସ୍ ଉପରେ କାଫି ହୋମୱାର୍କ କରିଛନ୍ତି। ପୂର୍ବରୁ ସୋନାକ୍ଷୀ ହିମ୍ମତୱାଲାରେ ଏକ ଆଇଟମ୍ ନମ୍ୱର କରିଥିଲେ ହେଲେ ତାହା ଫ୍ଲପ୍ ହୋଇଥିଲା। ତେବେ ଏହି ଆଇଟମ୍ ନମ୍ୱରରେ ବେସ୍ ଇମ୍ପ୍ରେସିଭ୍ ଲାଗୁଛନ୍ତି ସୋନାକ୍ଷୀ।ଗୀତଟିକୁ ବେବିଡଲ୍ ଫେମ୍ କନିକା କପୁର ଗାଇଥିବା ବେଳେ ମ୍ୟୁଜିକ କମ୍ପୋଜ କରିଛନ୍ତି ମିଟ୍ ବ୍ରଦର୍ସ ଅଂଜାନ।

Previous ArticleNext Article

1 Comment

Send this to a friend