ସଲମାନ୍‌ ଓ ସଞ୍ଜୟଙ୍କ ପରି ଇଏ ବି ଦିନେ ଯାଇଥିଲେ ଜେଲ୍‌

ମୁମ୍ବାଇ: ଅନେକ ସମୟରେ ଦେଖିବାକୁ ମିଳେ ବଲିଉଡ୍‌ ଷ୍ଟାର ନିଜ ଷ୍ଟାରଡମ୍‌ର ଅପବ୍ୟବହାର କରି  ବେଆଇନ୍‌ କାମ କରନ୍ତି। ସେଥିପାଇଁ  ଅନେକ ସମୟରେ ସେମାନଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏପରିକି ସେମାନଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି। ଆଜି ଆମେ ସେମିତି କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ରିଲ୍‌ ଲାଇଫ୍‌ରେ ସିନା ବାଦସାହା ସାଜିଛନ୍ତି। କିନ୍ତୁ ରିଅଲ୍‌ ଲାଇଫ୍‌ରେ ଆଇନ୍‌ ଆଗରେ ସାଧାରଣ ମଣିଷ ଭଳି ଭୁଲ କରି ଦଣ୍ଡ ପାଇଛନ୍ତି। ଜେଲ୍‌ଯାଇ […]

saharukh

saharukh

Rakesh Mallick
  • Published: Friday, 11 May 2018
  • Updated: 11 May 2018, 10:10 AM IST

Sports

Latest News

ମୁମ୍ବାଇ: ଅନେକ ସମୟରେ ଦେଖିବାକୁ ମିଳେ ବଲିଉଡ୍‌ ଷ୍ଟାର ନିଜ ଷ୍ଟାରଡମ୍‌ର ଅପବ୍ୟବହାର କରି  ବେଆଇନ୍‌ କାମ କରନ୍ତି। ସେଥିପାଇଁ  ଅନେକ ସମୟରେ ସେମାନଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ ହୋଇଛି। ଏପରିକି ସେମାନଙ୍କୁ ଜେଲ୍‌ ମଧ୍ୟ ଯିବାକୁ ପଡ଼ିଛି। ଆଜି ଆମେ ସେମିତି କିଛି କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ରିଲ୍‌ ଲାଇଫ୍‌ରେ ସିନା ବାଦସାହା ସାଜିଛନ୍ତି। କିନ୍ତୁ ରିଅଲ୍‌ ଲାଇଫ୍‌ରେ ଆଇନ୍‌ ଆଗରେ ସାଧାରଣ ମଣିଷ ଭଳି ଭୁଲ କରି ଦଣ୍ଡ ପାଇଛନ୍ତି।

ଜେଲ୍‌ଯାଇ ଖୁବ୍‌ ଚର୍ଚ୍ଚାରେ ଥିବା କଳାକାର ମଧ୍ୟରେ ରହିଛନ୍ତି ଦବଙ୍ଗ ଖାନ୍‌ ଭାବେ ପରିଚିତ ସଲମନ୍‌ ଓ ସଞ୍ଜୟ ଦତ୍ତ। ସଲମାନ୍‌ କେତେବେଳେ କୃଷ୍ଣସାର ମୃଗ ଶିକାର ପାଇଁ ତ କେତେବେଳେ ଫୁଟ୍‌ପାତରେ ଶୋଇଥିବା ଲୋକଙ୍କ ଉପରେ ଗାଡି ଚଢେଇ ଜେଲ ଯାଇଛନ୍ତି। ସେହିପରି ସଞ୍ଜୟ ନିଜ ପାଖରେ ବେଆଇନ୍‌ ଭାବେ ହତିଆର୍‌ ରଖିବା କାରଣରୁ ଜେଲ୍‌ ଯାଇ ଚର୍ଚ୍ଚାରେ ରହିଥିଲେ।

ଏ ଦୁହିଁଙ୍କ ଘଟଣା ସମ୍ପର୍କରେ ଅଧିକାଂଶ ଲୋକେ ଜାଣିଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଷ୍ଟାରଙ୍କ ଜେଲ୍‌ ଯିବା ବିଷୟରେ କହିବୁ ଯାହା ଶୁଣିଲା ପରେ ହୁଏତ ଆପଣ କେବେ ବିଶ୍ୱାସ କରିପାରିବେନି। ସେ ହେଉଛନ୍ତି ବଲିଉଡ୍‌ର କିଙ୍ଗ୍‌ଖାନ୍‌ ଶାହାରୁଖ୍‌। ସେ ବି ଦିନେ ଜେଲ ଯାଇଥିଲେ। କଥାଟା ଶୁଣିଲା ବେଳକୁ ବିଶ୍ୱାସ ହେଉ ନ ଥିଲେ ବି ବାସ୍ତବରେ ଖାନ୍‌ ଭାଇ ଥରୁଟିଏ ଜେଲ୍‌ର ମଜା ଚାଖି ସାରିଛନ୍ତି।

ଘଟଣାଟି ଥିଲା ଏମିତି: ଶାହାରୁଖ୍‌ କେତନ୍‌ ମେହେତାଙ୍କ ଫିଲ୍ମ ‘ମାୟା ମେମ୍‌ସାବ’ର ସୁଟିଂ କରୁଥିଲେ।  ଏକ ମାଗାଜିନ୍‌ରେ ଛପିଥିଲା ଏକ ଚଟ୍‌ପଟା ଖବର। ଚଳଚ୍ଚିତ୍ରରେ ଏକ କିସ୍‌ ସିନ୍‌ ପାଇଁ ସାହାରୁଖ୍‌ ଓ ଅଭିନେତ୍ରୀ ଦୀପା ସାହି ଏକାଠି ହୋଇଥିଲେ ବୋଲି ଉକ୍ତ ଖବରରେ ଉଲ୍ଲେଖ ରହିଥିଲା।

ଏହି କଥା ପଢିବା ପରେ ଶାହାରୁଖ୍‌ଙ୍କ ମୁଣ୍ଡ ବିଗିଡିଗଲା। ଏତେ ରାଗ ରାଗି ଗଲେ ଯେ, ସେ ସେହି ମାଗାଜିନ୍‌ର ଏଡିଟର ରିତା ମେହେତାଙ୍କୁ ଗୁଳି କରିଦେବେ ବୋଲି ଧମକ ଦେଇଥିଲେ। ଯାହାକୁ ନେଇ ରୀତା ପୋଲିସ୍‌ରେ ମାମାଲା ରୁଜୁ କରିଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ, ଶାହାରୁଖ୍‌ ତାଙ୍କୁ ମାରିବାକୁ ଧମକ୍‌ ଦେଉଛନ୍ତି। ଏହି କାରଣ ପାଇଁ ଶାହାରୁଖ୍‌ଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏଥିପାଇଁ ତାଙ୍କର ଆହୁରି ଅନେକ ଫିଲ୍‌ ସୁଟିଂ ଡେଟ୍‌କୁ ମଧ୍ୟ ଘୁଞ୍ଚାଇବାକୁ ପଡ଼ିଥିଲା।

ଅବଶ୍ୟ ସେ ସମୟରେ ଶାହାରୁଖ୍‌ ଏତେ ବଡ଼ ସୁପରଷ୍ଟାର ନ ଥିଲେ। ସେଥିପାଇଁ ଏହି ଖବରକୁ ନେଇ ବେଶି ଚର୍ଚ୍ଚା ହୋଇ ନ ଥିଲା। କିନ୍ତୁ ଆଜିକା ଦିନରେ ଯଦି ଏମିତି ଘଟଣା ଘଟିଥାଆନ୍ତା ତେବେ ସାରାଦୁନିଆ ତାଙ୍କୁ ନେଇ ଚର୍ଚ୍ଚା କରିଥାନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story