ନାମୋ ଆପ୍‌ରେ ଅନୁଗୋଳର ଚାଷୀଙ୍କ ସହ ଆଲୋଚନା କଲେ ମୋଦି

ନୂଆଦିଲ୍ଲୀ: ନାମୋ ଆପ୍‌ରେ ଜରିଆର ସାରା ଦେଶର କୃଷକଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଓଡିଶାର କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ମୋଦି। ଅନୁଗୋଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଜିଲ୍ଲାର କୃଷକମାନଙ୍କ ସହ ମୋଦି ସିଧାସଳଖ କଥା ହୋଇଛନ୍ତି ଚାଷୀଙ୍କ ପାଇଁ ସରରାକଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ମୋଦି ଆଲୋଚନା କରିଥିଲେ। ଅନୁଗୋଳ ଦୁର୍ଗାପୁର ଅଞ୍ଚଳର ଚାଷୀ ବେଣୁଧର ପ୍ରଧାନ ଏବଂ ବିଣାପାଣୀ ରାଉତଙ୍କ ସହିତ ସେ ଆଲୋଚନା କରିଥିଲେ। […]

modi

modi

Rakesh Mallick
  • Published: Wednesday, 20 June 2018
  • Updated: 20 June 2018, 06:54 PM IST

Sports

Latest News

ନୂଆଦିଲ୍ଲୀ: ନାମୋ ଆପ୍‌ରେ ଜରିଆର ସାରା ଦେଶର କୃଷକଙ୍କୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏଥିରେ ଓଡିଶାର କୃଷକମାନଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି ମୋଦି। ଅନୁଗୋଳ ଜିଲ୍ଲା ନାଲକୋ ପ୍ରଶିକ୍ଷଣ ପ୍ରେକ୍ଷାଳୟରେ ଜିଲ୍ଲାର କୃଷକମାନଙ୍କ ସହ ମୋଦି ସିଧାସଳଖ କଥା ହୋଇଛନ୍ତି

modi1ଚାଷୀଙ୍କ ପାଇଁ ସରରାକଙ୍କ ବିଭିନ୍ନ ଯୋଜନାର ସଫଳତା ନେଇ ମୋଦି ଆଲୋଚନା କରିଥିଲେ। ଅନୁଗୋଳ ଦୁର୍ଗାପୁର ଅଞ୍ଚଳର ଚାଷୀ ବେଣୁଧର ପ୍ରଧାନ ଏବଂ ବିଣାପାଣୀ ରାଉତଙ୍କ ସହିତ ସେ ଆଲୋଚନା କରିଥିଲେ। କେନ୍ଦ୍ର ସରକାରଙ୍କ ତରଫରୁ କୃଷକଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନା କେତେଦୂର ସଫଳ ହୋଇଛି, ଦୁଇ ଚାଷୀଙ୍କୁ ମୋଦି ପଚାରି ବୁଝିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story