ବନ୍ଧନ ଚିଟ୍‌ଫଣ୍ଡ ମାମଲା: ସଂସ୍ଥା ମୁଖ୍ୟ ଗିରଫ

bandhan

ବଲାଙ୍ଗିର: ଧରାପଡିଲେ ବନ୍ଧନ ଚିଟଫଣ୍ଡ୍ ମୁଖ୍ୟ। ପ୍ରାୟ ୧ କୋଟି ଟଙ୍କା ଠକେଇ ଅଭିଯୋଗରେ ବନ୍ଧନ ଚିଟଫଣ୍ଡ୍ ସଂସ୍ଥାର ମୁଖ୍ୟ ଦେବୀ ପ୍ରସାଦ ମହାରଣାଙ୍କୁ ପୋଲିସ୍‌ ଗିରଫ କରିଛି। ବଲାଙ୍ଗିର ଟାଉନ୍ ପୋଲିସ ତାଙ୍କୁ କଟକରୁ ଗିରଫ କରିଥିବା ଜଣାପଡିଛି। ଗିରଫ ଦେବୀଙ୍କର ଘର ଛତିଆ ଅଞ୍ଚଳରେ। ପୂର୍ବରୁ ଦେବୀଙ୍କର ୨ ସହଯୋଗୀ ଗିରଫ ହୋଇଥିଲେ

Previous ArticleNext Article

Send this to a friend