ବ୍ୟାଗରୁ ବାହାରିଲା ବିଷାକ୍ତ ସାପ: ମେଟ୍ରୋ ଟ୍ରେନ୍‌ରେ ଧାଁ ଦୌଡ଼

ଆପଣ ଗାଡିରେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ବେଳେ ଯଦି ସାପ ବାହାରିବ ତେବେ କ’ଣ କରିବେ ? ବସ୍‌ରେ କି ଟ୍ରେନ୍‌ରେ ବସିଥିବା ବେଳେ ସାପ ଦେଖିଦେଲେ ପ୍ରାଣ ଚାଲିଯିବା ପରି ଲାଗିବ। କେମିତି ସେ ସ୍ଥାନ ଛାଡିବେ ସେହି କଥା ହିଁ ମୁଣ୍ଡକୁ ଘାରିବ। ଆମେରିକାର ଏକ ମେଟ୍ରୋ ଟ୍ରେନ୍‌ରେ ଏପରି କିଛି ସ୍ଥିତିର ସମ୍ମୁଖୀନ ହୋଇଥିଲେ ଯାତ୍ରୀ। ଯାହାର ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏହାସହ ଯାତ୍ରୀଙ୍କ […]

snake

snake

Rakesh Mallick
  • Published: Thursday, 10 August 2017
  • Updated: 10 August 2017, 08:35 PM IST

Sports

Latest News

ଆପଣ ଗାଡିରେ କୌଣସି ସ୍ଥାନକୁ ଯାତ୍ରା କରୁଥିବା ବେଳେ ଯଦି ସାପ ବାହାରିବ ତେବେ କ’ଣ କରିବେ ? ବସ୍‌ରେ କି ଟ୍ରେନ୍‌ରେ ବସିଥିବା ବେଳେ ସାପ ଦେଖିଦେଲେ ପ୍ରାଣ ଚାଲିଯିବା ପରି ଲାଗିବ। କେମିତି ସେ ସ୍ଥାନ ଛାଡିବେ ସେହି କଥା ହିଁ ମୁଣ୍ଡକୁ ଘାରିବ। ଆମେରିକାର ଏକ ମେଟ୍ରୋ ଟ୍ରେନ୍‌ରେ ଏପରି କିଛି ସ୍ଥିତିର ସମ୍ମୁଖୀନ ହୋଇଥିଲେ ଯାତ୍ରୀ। ଯାହାର ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ଭାଇରାଲ ହେବାରେ ଲାଗିଛି। ଏହାସହ ଯାତ୍ରୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ରିପୋର୍ଟ ଅନୁସାରେ ଆମେରିକାର ଏକ ମେଟ୍ରୋ ଟ୍ରେନ୍‌ରେ ଜଣେ ବ୍ୟକ୍ତି ଏକ ବିଷାକ୍ତ ସାପ ନେଇ ଯାତ୍ରା କରୁଥିଲେ। ସାପକୁ ସେ କୌଣସି ଜାରରେ ନେବା ବଦଳରେ ନିଜ ବ୍ୟାଗ ମଧ୍ୟରେ ରଖିଥିଲେ। କିଛି ବାଟ ଯିବା ପରେ ବ୍ୟକ୍ତି ଜଣକ ସାପଟିକୁ ବ୍ୟାଗରୁ ବାହାର କରି ହାତରେ ଧରିଥିଲେ। ଏହା ଉପରେ ଜଣେ ମହିଳା ଯାତ୍ରୀଙ୍କ ନଜର ପ୍ରଥମେ ପଡିଥିଲା। ଏହାପରେ ପୁରା ମେଟ୍ରୋ ଟ୍ରେନ୍‌ରେ ଧାଁ ଦୌଡି ଆରମ୍ଭ ହୋଇଯାଇଥିଲା।

ମହିଳା ଜଣଙ୍କ ସାପର ଭିଡିଓ ବନାଇ ଥିଲେ। ସେ ଏହାକୁ ଟ୍ୱିଟରରେ ପୋଷ୍ଟ କରିବା ସହ ମେଟ୍ରୋ ଅଧିକାରୀଙ୍କୁ ଟ୍ୟାଗ କରିଦେଇଥିଲେ। ଏହାସହ ମେଟ୍ରୋ ଟ୍ରେନ୍‌ରେ ସାପ ନେବାର ଅନୁମତି ଅଛି ବୋଲି ସେ ପ୍ରଶ୍ନ କରିଥିଲେ। ମେଟ୍ରୋ ଅଧିକାରୀଙ୍କ ପକ୍ଷରୁ ମହିଳାଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା। ଏଥିରେ କୁହାଯାଇଥିଲା ସାପ ନେବାକୁ ଅନୁମତି ରହିଛି। ହେଲେ ଏହାକୁ କଣ୍ଟେନରରେ ଭରି ନେବାର ନିୟମ ରହିଛି।

ସେ ଯାହା ହେଉ, ବିଷାକ୍ତ ସାପକୁ ଭିଡରେ ବିନା କୌଣସି ସୁରକ୍ଷାରେ ନେବାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବାରେ ଲାଗିଛି। ଯଦି ସୁରକ୍ଷା ବ୍ୟବସ୍ଥା ପକ୍କା କରାଯାଇ ସାପ ନେବାର ନିୟମ ରହିଛି ତେବେ ଏହାର ଯାଞ୍ଚ କାହିଁକି କରାଯାଉନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିବାରେ ଲାଗିଛି। ବିନା ଯାଞ୍ଚରେ ଯଦି କେହି ଏପରି ଭୟଙ୍କର ଜୀବଙ୍କୁ ସାଙ୍ଗରେ ନେବ ଓ କୌଣସି ଅଘଟଣ ଘଟିବ ତେବେ ଏଥିପାଇଁ କିଏ ଦାୟୀ ରହିବ ତାହା ବି ବିଚାର କରାଯିବା ଦରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story