୧୫୬ ରନରେ ଚେନ୍ନାଇ ସୁପରକିଙ୍ଗସର ପାଳି ଶେଷ

ଅହମଦାବାଦ: ଚଳିତ ଆଇପିଲର ୧୫ତମ ମ୍ୟାଚ ଆଜି ଏଠାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଚାଲିଛି। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୪ଟି ୱିକେଟ୍ ହରାଇ ସଂଗ୍ରହ କରିଛି ୧୫୬ ରନ୍। ବ୍ରାଭୋଙ୍କ ଅପରାଜିତ ୬୨ (୩୬ ବଲ୍, ୮ ଚୌକା, ୧ ଛକା)ଓ ଧୋନୀଙ୍କ ଅପରାଜିତ ୩୧ (୩୭ ବଲ୍, ଚାରି ଚୌକା) ଫଳରେ ଦଳ ଏହି […]

suresh raina ms dhoni

suresh raina ms dhoni

Rakesh Mallick
  • Published: Sunday, 19 April 2015
  • Updated: 21 April 2015, 06:25 AM IST

Sports

Latest News

ଅହମଦାବାଦ: ଚଳିତ ଆଇପିଲର ୧୫ତମ ମ୍ୟାଚ ଆଜି ଏଠାରେ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପରକିଙ୍ଗସ୍ ମଧ୍ୟରେ ଚାଲିଛି। ଟସ୍ ଜିତି ଚେନ୍ନାଇ ସୁପରକିଙ୍ଗସ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଦଳ ୨୦ ଓଭରରେ ୪ଟି ୱିକେଟ୍ ହରାଇ ସଂଗ୍ରହ କରିଛି ୧୫୬ ରନ୍। ବ୍ରାଭୋଙ୍କ ଅପରାଜିତ ୬୨ (୩୬ ବଲ୍, ୮ ଚୌକା, ୧ ଛକା)ଓ ଧୋନୀଙ୍କ ଅପରାଜିତ ୩୧ (୩୭ ବଲ୍, ଚାରି ଚୌକା) ଫଳରେ ଦଳ ଏହି ରନ୍ ସଂଗ୍ରହ କରିପାରିଛି। ମ୍ୟାକୁଲମ୍ ୧୨, ସୁରେଶ ରୈନ ୪ ଓ ପ୍ଲେସିସ୍ ୧ ରନ୍ କରି ଆଉଟ ହୋଇଯାଇଥିଲେ। ଓପନର ସ୍ମିଥ ୪୦ ରନ୍ କରି ଚତୁର୍ଥ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ରାଜସ୍ଥାନ ରୟାଲ୍ସର ଅଙ୍କିତ ଶର୍ମା, କ୍ରିସ୍ ମୋରିସ୍, ପ୍ରବୀନ ତାମ୍ବେ ଓ ଫକନର୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story