ବୋଲିଂ ନକରି ୪୦୦ ୱିକେଟ୍‌ ଶିକାର କରିସାରିଲେଣି ଏହି ଭାରତୀୟ: ବିଶ୍ୱର ୪ର୍ଥ ସ୍ଥାନରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱିକେଟ୍‌ ପଛରେ ଧୋନୀଙ୍କ ଆଉ ଏକ୍‌ ରେକର୍ଡ। ୱିକେଟ୍‌ ପଛରେ ରହି ଧୋନୀ ଏପର୍ଯ୍ୟନ୍ତ ଦିନିକିଆରେ ୪୦୦ ଜଣଙ୍କୁ ଶିକାର କରିସାରିଲେଣି। ପ୍ରଥମ ଭାରତୀୟ ଭାବେ ଧୋନୀ ଏହି କେରର୍ଡର ଅଧିକାରୀ ହୋଇଛନ୍ତି। ସେ ୩୧୫ଟି ଦିନିକିଆ ମ୍ୟାଚରୁ ୱିକେଟ୍‌ ପଛରେ ୨୯୪ଟି କ୍ୟାଚ୍ ଓ ୧୦୬ଟି ଷ୍ଟମ୍ପିଂ ଆଉଟ୍‌ କରିଛନ୍ତି। ଏହି ମାମଲାରେ ଶ୍ରୀଲଙ୍କାର କୁମାର ସଙ୍ଗାକାରା ପ୍ରଥମ ସ୍ଥାନରେ ଅଛନ୍ତି। ସେ ୱିକେଟ୍‌ରେ ପଛରେ ରହି ୪୮୨ ଜଣଙ୍କୁ ଶିକାର କରିଛନ୍ତି। […]

26338

26338

Ordigital Desk
  • Published: Thursday, 08 February 2018
  • Updated: 08 February 2018, 10:56 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୱିକେଟ୍‌ ପଛରେ ଧୋନୀଙ୍କ ଆଉ ଏକ୍‌ ରେକର୍ଡ। ୱିକେଟ୍‌ ପଛରେ ରହି ଧୋନୀ ଏପର୍ଯ୍ୟନ୍ତ ଦିନିକିଆରେ ୪୦୦ ଜଣଙ୍କୁ ଶିକାର କରିସାରିଲେଣି। ପ୍ରଥମ ଭାରତୀୟ ଭାବେ ଧୋନୀ ଏହି କେରର୍ଡର ଅଧିକାରୀ ହୋଇଛନ୍ତି। ସେ ୩୧୫ଟି ଦିନିକିଆ ମ୍ୟାଚରୁ ୱିକେଟ୍‌ ପଛରେ ୨୯୪ଟି କ୍ୟାଚ୍ ଓ ୧୦୬ଟି ଷ୍ଟମ୍ପିଂ ଆଉଟ୍‌ କରିଛନ୍ତି।

ଏହି ମାମଲାରେ ଶ୍ରୀଲଙ୍କାର କୁମାର ସଙ୍ଗାକାରା ପ୍ରଥମ ସ୍ଥାନରେ ଅଛନ୍ତି। ସେ ୱିକେଟ୍‌ରେ ପଛରେ ରହି ୪୮୨ ଜଣଙ୍କୁ ଶିକାର କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଗିଲଖ୍ରୀଷ୍ଟ ରହିଛନ୍ତି। ସେ ୱିକେଟ୍‌ ପଛରେ ରହି ୪୭୨ ଜଣଙ୍କ ଶିକାର କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକାର ବାଉଚର ୪୨୪ ୱିକେଟ୍‌ ନେଇ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ତାଲିକାରେ ବିଶ୍ୱର ୪ର୍ଥ ସ୍ଥାନରେ ପହଞ୍ଚିଛନ୍ତି ଧୋନୀ। ଦିନିକିଆରେ ଧୋନୀ ୯୯୦୨ରନ କରିଥିବା ବେଳେ ରହିଛି ୧୦ଟି ଶତକ।  ଦିନିକିଆ ବ୍ୟାତୀତ ଧୋନୀ ୯୦ଟି ଟେଷ୍ଟ ଓ ୮୬ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଖେଳିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story