ଧୋନୀ ଓ ଯୁବରାଜଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ: ୨୦୧୯ ବିଶ୍ୱକପ ପୂର୍ବରୁ ବଡ ଧରଣର ପରିବର୍ତ୍ତନ

ଭୁବନେଶ୍ୱର: ଆସନ୍ତା ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିପଡିଲାଣି। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ଫାଇନାଲ ମ୍ୟାଚ୍‌ରେ ନୈରାଶ୍ୟଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ଚେତା ପସିଛି। ଯେଉଁଭଳି ଭାବେ ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାରେ ଲାଗିଛି ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍‌କେ ପ୍ରସାଦ। ପ୍ରସାଦ କହିଛନ୍ତି- “୨୦୧୯ ବିଶ୍ୱକପ ପୂର୍ବରୁ ସିନିୟର ପ୍ଲେୟାର ଧୋନୀ ଏବଂ ଯୁବରାଜ ସିଂଙ୍କ […]

yuvidhoni

yuvidhoni

Rakesh Mallick
  • Published: Tuesday, 01 August 2017
  • Updated: 01 August 2017, 05:22 PM IST

Sports

Latest News

ଭୁବନେଶ୍ୱର: ଆସନ୍ତା ବିଶ୍ୱକପ ପାଇଁ ଭାରତୀୟ ଟିମ୍ ଏବେଠୁ ପ୍ରସ୍ତୁତି ଆରମ୍ଭ କରିବାରେ ଲାଗିପଡିଲାଣି। ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ଠାରୁ ଫାଇନାଲ ମ୍ୟାଚ୍‌ରେ ନୈରାଶ୍ୟଜନକ ପରାଜୟ ପରେ ଟିମ୍ ଇଣ୍ଡିଆର ଚେତା ପସିଛି। ଯେଉଁଭଳି ଭାବେ ଟିମ୍ ଇଣ୍ଡିଆର ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଦିନକୁ ଦିନ ଖରାପ ହେବାରେ ଲାଗିଛି ଏହାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ମୁଖ୍ୟ ଚୟନକର୍ତ୍ତା ଏମ୍ଏସ୍‌କେ ପ୍ରସାଦ।

ପ୍ରସାଦ କହିଛନ୍ତି- “୨୦୧୯ ବିଶ୍ୱକପ ପୂର୍ବରୁ ସିନିୟର ପ୍ଲେୟାର ଧୋନୀ ଏବଂ ଯୁବରାଜ ସିଂଙ୍କ ଉପରେ ନିଷ୍ପତ୍ତି ନିଆଯିବ। କାରଣ ଦୀର୍ଘଦିନ ଧରି ଏହି  ଦୁଇ ସିନିୟର ଖେଳାଳିଙ୍କ ପ୍ରଦର୍ଶନ ଆଶାଜନକ ରହିନାହିଁ। ଫଳରେ ଏତେ ବଡ ଟୁର୍ଣ୍ଣାମେଣ୍ଟକୁ ଯିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଯିବାକୁ ପଡିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story