ଆଇ ଲଭ ୟୁ ଇଣ୍ଡିଆ: ଟ୍ୱିଟରରେ ଲେଖିଲେ ଏହି ବିଦେଶୀ ଖେଳାଳି

ନୂଆଦିଲ୍ଲୀ: ଭାରତ ପ୍ରେମରେ ପଡ଼ିଯାଉଛନ୍ତି ବିଦେଶୀ କ୍ରିକେଟ୍‌ ଖେଳାଳି। ଭାରତକୁ ଥରେ ଖେଳିବାକୁ ଆସିଲେ ସେମାନଙ୍କ ମନ ଏହିଠାରେ ହିଁ ଲାଗିଯାଉଛି। ଏଠିକାର ପାଣି ପବନ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଭାଷା ଓ ସଂସ୍କୃତି ସେମାନଙ୍କୁ ବାନ୍ଧି ରଖୁଛି। ଏକଥା ଆମେ କହୁ ନାହୁଁ ଖୋଦ ଖେଳାଳିମାନେ ହିଁ କହୁଛନ୍ତି। ବିଶ୍ୱାସ ହେଉ ନଥିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟ୍ ଖେଳାଳି କେଭିନ୍ ପିଟରସେନଙ୍କ ଟ୍ୱିଟ୍‌କୁ ଦେଖନ୍ତୁ। ସେ ଟ୍ୱିଟରରେ ଭାରତ ପ୍ରତି ଥିବା ତାଙ୍କର ଭଲପାଇବାକୁ ବଖାଣିଛନ୍ତି। ସବୁଠାରୁ […]

Kevin-Pietersen

Kevin-Pietersen

Rakesh Mallick
  • Published: Monday, 02 April 2018
  • Updated: 02 April 2018, 10:49 PM IST

ନୂଆଦିଲ୍ଲୀ: ଭାରତ ପ୍ରେମରେ ପଡ଼ିଯାଉଛନ୍ତି ବିଦେଶୀ କ୍ରିକେଟ୍‌ ଖେଳାଳି। ଭାରତକୁ ଥରେ ଖେଳିବାକୁ ଆସିଲେ ସେମାନଙ୍କ ମନ ଏହିଠାରେ ହିଁ ଲାଗିଯାଉଛି। ଏଠିକାର ପାଣି ପବନ, ପ୍ରାକୃତିକ ସୌନ୍ଦର୍ଯ୍ୟ, ଭାଷା ଓ ସଂସ୍କୃତି ସେମାନଙ୍କୁ ବାନ୍ଧି ରଖୁଛି। ଏକଥା ଆମେ କହୁ ନାହୁଁ ଖୋଦ ଖେଳାଳିମାନେ ହିଁ କହୁଛନ୍ତି। ବିଶ୍ୱାସ ହେଉ ନଥିଲେ ଇଂଲଣ୍ଡର ପୂର୍ବତନ କ୍ରିକେଟ୍ ଖେଳାଳି କେଭିନ୍ ପିଟରସେନଙ୍କ ଟ୍ୱିଟ୍‌କୁ ଦେଖନ୍ତୁ।

ସେ ଟ୍ୱିଟରରେ ଭାରତ ପ୍ରତି ଥିବା ତାଙ୍କର ଭଲପାଇବାକୁ ବଖାଣିଛନ୍ତି। ସବୁଠାରୁ ବଡ଼କଥା ହେଲା ଏହି ଟ୍ୱିଟ୍‌ ସେ ସମ୍ପୂର୍ଣ୍ଣ ହିନ୍ଦୀରେ ଭାଷାରେ ହିଁ କରିଛନ୍ତି। ସେ ଭାରତକୁ ଖୁବ୍‌ ଭଲ ପାଆନ୍ତି ଓ ଭାରତର ପଶୁମାନଙ୍କୁ ମଧ୍ୟ ଭଲ ପାଆନ୍ତି ବୋଲି ଟ୍ୱିଟ୍‌ କରିଛନ୍ତି ପିଟରସେନ। ସେ ଇଂରାଜୀ ଶବ୍ଦ ବ୍ୟବହାର କରିଥିଲେ ମଧ୍ୟ ଟ୍ୱିଟ୍‌ଟି ସମ୍ପୂର୍ଣ୍ଣ ହିନ୍ଦୀ ଭାଷାରେ ହିଁ ରହିଛି। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଗଣତି ସମୟରେ ଗୋଟିକିଆ ସିଙ୍ଗ ଥିବା ୧୨ଟି ଗଣ୍ଡା ମିଳିବାରୁ ପିଟରସେନ ଏପରି ଖୁସି ବ୍ୟକ୍ତ କରିଥିଲେ। ଖାଲି ପିଟରସେନ ନୁହଁନ୍ତି ତାଙ୍କ ପରି ଅନେକ ବିଦେଶୀ ଖେଳାଳି  ସୋସିଆଲ୍‌ ମିଡିଆରେ ଭାରତ ପ୍ରତି ଥିବା ତାଙ୍କ ଭଲ ପାଇବା ପ୍ରକାଶ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story