ବିରାଟଙ୍କ ପାଇଁ ସୁଯୋଗ: ବ୍ରାଡ଼ମ୍ୟାନ୍‌ ଓ ରିଚାର୍ଡ୍ସଙ୍କୁ ପକାଇପାରନ୍ତି ପଛରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଆଜି ଖେଳାଯିବ। ଭାରତ ପ୍ରଥମ ମ୍ୟାଚ୍‌ ୨୮ରନରେ ଜିତି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଶେଷ ଦୁଇଟି ମ୍ୟାଚ୍‌ ଜିତି ଭାରତ ଟି-ଟ୍ୱେଣ୍ଟିରେ ନିଜର ଦବ୍‌ଦବା ଜାହିର କରିବାକୁ ଚାହିଁବ। ଆଜି ଓ ୨୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚରେ ବିରାଟଙ୍କ ପାଖରେ ଏକ ମୌକା ରହିଛି ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଡମ୍ୟାନଙ୍କୁ ପଛରେ ପକାଇବା ପାଇଁ। ଜବରଦସ୍ତ […]

afp_10b4z5_1519129261

afp_10b4z5_1519129261

Rakesh Mallick
  • Published: Wednesday, 21 February 2018
  • Updated: 21 February 2018, 12:19 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ ଆଜି ଖେଳାଯିବ। ଭାରତ ପ୍ରଥମ ମ୍ୟାଚ୍‌ ୨୮ରନରେ ଜିତି ୩ ଟିକିଆ ଟି-ଟ୍ୱେଣ୍ଟି ସିରିଜରେ ୧-୦ରେ ଅଗ୍ରଣୀ ରହିଛି। ଶେଷ ଦୁଇଟି ମ୍ୟାଚ୍‌ ଜିତି ଭାରତ ଟି-ଟ୍ୱେଣ୍ଟିରେ ନିଜର ଦବ୍‌ଦବା ଜାହିର କରିବାକୁ ଚାହିଁବ। ଆଜି ଓ ୨୪ ତାରିଖରେ ଖେଳାଯିବାକୁ ଥିବା ମ୍ୟାଚରେ ବିରାଟଙ୍କ ପାଖରେ ଏକ ମୌକା ରହିଛି ଅଷ୍ଟ୍ରେଲିଆର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଡମ୍ୟାନଙ୍କୁ ପଛରେ ପକାଇବା ପାଇଁ। ଜବରଦସ୍ତ ଫର୍ମରେ ଥିବା ବିରାଟ ୧୦ଟି ମ୍ୟାଚ ଖେଳି ୧୩ଟି ପାଳିରୁ ୮୭ ଆଭରେଜ୍‌  ଓ  ୮୨.୩୮ ଷ୍ଟ୍ରାଇକରେଟ୍‌ରେ ୮୭୦ ରନ କରିଛନ୍ତି। ଏହା ମଧ୍ୟରେ ସେ ୪ଟି ଶତକ ଓ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।

ଏକ ଦ୍ୱିପାକ୍ଷିକ ସରିଜରେ ସବୁଠୁ ଅଧିକ ରନ କରିବାକ ରେକର୍ଡ ୱେଷ୍ଟଇଣ୍ଡିଜର ଭିଭିଆନ୍‌ ରିଚାର୍ଡ୍ସଙ୍କ ନାଁରେ ରହିଛି। ସେ  ଦ୍ୱିପାକ୍ଷିକ ସିରିଜରେ ୧୦୪୫ ରନ କରିଥିଲେ। ଏହା ପୂର୍ବରୁ ବ୍ରାଡମ୍ୟାନ ମଧ୍ୟ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜରେ ୧୯୩୦ ମସିହାରେ ୯୭୪ ରନ କରିଥିଲେ। ବିରାଟ ଆଉ ମାତ୍ର ୧୦୫ ରନ ଯଦି କରିପାରନ୍ତି ଚଳିତ ସିରିଜରେ ସେ ବ୍ରାଡ଼ମ୍ୟାନଙ୍କ ରେକର୍ଡ ଭାଙ୍ଗିପାରିବେ। ଏବଂ ରିଚାର୍ଡ୍ସଙ୍କ ରେକର୍ଡ ଭାଙ୍ଗିବା ପାଇଁ ବିରାଟଙ୍କୁ ୧୭୫ ରନ କରିବାକୁ ପଡ଼ିବ।  

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story