ଫିଫା ବିଶ୍ୱକପ: ସ୍ପେନ୍‌ ଭଳି ଦଶା ଭୋଗିପାରେ ଜର୍ମାନୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ଜର୍ମାନୀ ଭଳି ଟିମ୍‌ ବାହାର ହୋଇଯିବା କଥା ହୁଏତ କେହି ଭାବିନଥିବେ। ପରିସ୍ଥିତି ଏଭଳି କିଛି ଉପୁଜିଛି। ୨୦୧୪ ବିଶ୍ୱକପ ଚାମ୍ପିୟନ ଜର୍ମାନୀ ଟିମ୍‌ ଏବେ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛି। ପ୍ରଥମ ମ୍ୟାଚ୍‌ରେ ମେକ୍ସିକୋ ଠାରୁ ସୋଚନୀୟ ଭାବେ ପାରାଜୟ କରିବା ପରେ ଜର୍ମାନୀ ଆଜି ସ୍ୱିଡ଼େନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌ ଜର୍ମାନୀ ପାଇଁ କରବା ମର ମ୍ୟାଚ୍‌ ସବ୍ୟସ୍ଥ ହେବ। […]

23_06_2018-swedan_vs_germany_fifa_18113494

Rakesh Mallick
  • Published: Saturday, 23 June 2018
  • Updated: 23 June 2018, 03:48 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ପ୍ରଥମ ପର୍ଯ୍ୟାୟରୁ ଜର୍ମାନୀ ଭଳି ଟିମ୍‌ ବାହାର ହୋଇଯିବା କଥା ହୁଏତ କେହି ଭାବିନଥିବେ। ପରିସ୍ଥିତି ଏଭଳି କିଛି ଉପୁଜିଛି। ୨୦୧୪ ବିଶ୍ୱକପ ଚାମ୍ପିୟନ ଜର୍ମାନୀ ଟିମ୍‌ ଏବେ ପ୍ରତିଯୋଗିତାରେ ତିଷ୍ଠି ରହିବା ପାଇଁ ସଂଘର୍ଷ କରୁଛି।

ପ୍ରଥମ ମ୍ୟାଚ୍‌ରେ ମେକ୍ସିକୋ ଠାରୁ ସୋଚନୀୟ ଭାବେ ପାରାଜୟ କରିବା ପରେ ଜର୍ମାନୀ ଆଜି ସ୍ୱିଡ଼େନ ବିପକ୍ଷରେ ପଡ଼ିଆକୁ ଓହ୍ଲାଇବ। ଏହି ମ୍ୟାଚ୍‌ ଜର୍ମାନୀ ପାଇଁ କରବା ମର ମ୍ୟାଚ୍‌ ସବ୍ୟସ୍ଥ ହେବ। ଯଦି ଏହି ମ୍ୟାଚ୍‌ରେ ସ୍ୱିଡେନ ଠାରୁ ହାରୁଛି ତେବେ ବିଶ୍ୱକପରୁ ବିଦାୟ ନେବ ଜର୍ମାନୀ।  ଯାହା ସ୍ପେନ ସହିତ ହୋଇଥିଲା ତାହା ଏବେ ଜର୍ମାନୀ ସହିତ ହେବାକୁ ଯାଉଛି। ୨୦୧୦ର ବିଶ୍ୱ ଚାମ୍ପିୟନ ସ୍ପେନ୍ ୨୦୧୪ ବିଶ୍ୱକପର ପ୍ରଥମ ରାଉଣ୍ଡରୁ ବିଦା ହୋଇଥିଲା। ଚଳିତ ବିଶ୍ୱକପରେ ଜର୍ମାନୀ ଟିମ୍‌ର ଆରମ୍ଭ ଯେଉଁଭଳି ରହିଛି ଏହାକୁ ନେଇ ସାମାଲୋଚନା କରାଯାଇଛି। ଜର୍ମାନୀ ଟମ୍‌ର ପ୍ରସ୍ତୁତିକୁ ନେଇ ଅନେକ ପ୍ରଶ୍ନ ଉଠିଛି।

[caption id="attachment_247514" align="aligncenter" width="940"] ଆଜି ଫିଫା ବିଶ୍ୱକପରେ ତିନିଟି ମ୍ୟାଚ ଖେଳାଯିବ। ପ୍ରଥମ ମ୍ୟାଚ୍‌ ସନ୍ଧ୍ୟା ୫ଟା ୩୦ରେ  ଖେଳାଯିବ। ଯେଉଁଥିରେ ବେଲଜିୟମକୁ ଭେଟିବ ଟ୍ୟୁନିସିଆ। ସେହିପରି ରାତି ୮ଟା ୩୦ରେ ଦକ୍ଷିଣ କୋରିଆ-ମେକ୍ସିକୋ ମଧ୍ୟରେ ମୁକାବିଲା ହେବ। ରାତି ୧୧ଟା ୩୦ରେ ଜର୍ମାନୀକୁ ସ୍ୱିଡେନ ଭେଟିବ।Related image[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story