ଭାରତକୁ ହରାଇଲା ଦକ୍ଷିଣ ଆଫ୍ରିକା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି।  ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଭାରତକୁ ପରାସ୍ତ କରିଛି।  ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୨୮୯ ରନ୍‌ କରିଥିଲା। ୱାଣ୍ଡରର୍ସ ପିଚ୍‌ରେ ଧାୱନଙ୍କ ଧମାକା ଦେଖିବାକୁ ମିଳିଥିଲା । ଧାୱନ ନିଜର ୧୦୦ତମ ମ୍ୟାଚରେ ଶତକ ହାସଲ କରିଥିଲେ। ଅଧିନାୟକ ବିରାଟ କୋହଲି  ୭୫ରନ୍‌ କରି ପାଭିଲିୟନ ଫେରିଥିଲେ।  କିନ୍ତୁ ଖରାପ ପାଗ ଓ ବର୍ଷା […]

cricket

cricket

Rakesh Mallick
  • Published: Sunday, 11 February 2018
  • Updated: 11 February 2018, 08:26 AM IST

Sports

Latest News

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଜୋହାନ୍ସବର୍ଗ ଦିନିକିଆରେ ଘରୋଇ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି।  ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ଭାରତକୁ ପରାସ୍ତ କରିଛି।  ଟସ୍‌ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ୨୮୯ ରନ୍‌ କରିଥିଲା। ୱାଣ୍ଡରର୍ସ ପିଚ୍‌ରେ ଧାୱନଙ୍କ ଧମାକା ଦେଖିବାକୁ ମିଳିଥିଲା । ଧାୱନ ନିଜର ୧୦୦ତମ ମ୍ୟାଚରେ ଶତକ ହାସଲ କରିଥିଲେ।

ଅଧିନାୟକ ବିରାଟ କୋହଲି  ୭୫ରନ୍‌ କରି ପାଭିଲିୟନ ଫେରିଥିଲେ।  କିନ୍ତୁ ଖରାପ ପାଗ ଓ ବର୍ଷା ଯୋଗୁ ମ୍ୟାଚ୍‌ ପ୍ରାୟ ଏକ ଘଣ୍ଟା ବନ୍ଦ ରହିଥିଲା।  ଏହାପରେ ଭାରତୀୟ ଖେଳାଳିମାନେ ନିୟମିତ ଉଇକେଟ୍‌ ହରାଇଥିଲେ।  ଡକ ୱର୍ଥ ଲୁଇସ ନିୟମ ଅନୁଯାୟୀ ଦକ୍ଷିଣ ଆଫ୍ରିକା ପାଇଁ ୨୮ ଓଭରରେ ୨୦୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା।  ହେନେରିକ କ୍ଲାସେନ ଓ ଆନ୍ଦିଲଙ୍କ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ସହାୟତାରେ ଦକ୍ଷିଣ ଆଫ୍ରିକା ୫ଉଇକେଟରେ ବିଜୟୀ ହୋଇଥିଲା।  ଭାରତ ଏହି ସିରିଜରେ ୩-୧ରେ ଆଗୁଆ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story