ଲର୍ଡ୍ସ ଟେଷ୍ଟ୍‌ ହାରିବା ପରେ ଏମିତି କିଛି କହିଲେ ବିରାଟ

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ହାରିବା ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ କରିଛି। ମ୍ୟାଚ୍‌ ପରେ ସେ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା। ସେ କହିଥିଲେ, “ଏହି ମ୍ୟାଚ୍‌ରେ ଆମେ ହାରିବାକୁ ଯୋଗ୍ୟ ଥିଲୁ। ଏକଥା ଆମ ସ୍କୋର କାର୍ଡ୍‌ରୁ ସ୍ପଷ୍ଟ ଜଣାପଡୁଛି।” ଏହା ସହ ମ୍ୟାଚ୍‌ ପାଇଁ ଖେଳାଳି ଚୟନରେ ତାଙ୍କର ଭୁଲ୍‌ ରହିଗଲା ବୋଲି ସେ କହିଛନ୍ତି। ସେ ଆହୁରି କହିଥିଲେ, “ଆମେ ସେମିତି […]

virat

virat

Ordigital Desk
  • Published: Monday, 13 August 2018
  • Updated: 13 August 2018, 12:54 PM IST

Sports

Latest News

ଲର୍ଡ୍ସ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍‌ ମ୍ୟାଚ୍‌ ହାରିବା ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ କରିଛି। ମ୍ୟାଚ୍‌ ପରେ ସେ ଦେଇଥିବା ମନ୍ତବ୍ୟରୁ ଏହା ସ୍ପଷ୍ଟ ବାରି ହୋଇ ପଡ଼ିଥିଲା।

ସେ କହିଥିଲେ, “ଏହି ମ୍ୟାଚ୍‌ରେ ଆମେ ହାରିବାକୁ ଯୋଗ୍ୟ ଥିଲୁ। ଏକଥା ଆମ ସ୍କୋର କାର୍ଡ୍‌ରୁ ସ୍ପଷ୍ଟ ଜଣାପଡୁଛି।”

ଏହା ସହ ମ୍ୟାଚ୍‌ ପାଇଁ ଖେଳାଳି ଚୟନରେ ତାଙ୍କର ଭୁଲ୍‌ ରହିଗଲା ବୋଲି ସେ କହିଛନ୍ତି।

ସେ ଆହୁରି କହିଥିଲେ, “ଆମେ ସେମିତି ପ୍ରଦର୍ଶନ କରି ନଥିଲୁ, ଯେଉଁଥିପାଇଁ ଆମେ ଗର୍ବ ଅନୁଭବ କରିବୁ। ଗତ ୫ଟି ଟେଷ୍ଟ୍‌ ମ୍ୟାଚ୍‌ରେ ପ୍ରଥମ ଥର ଏମିତି ହୋଇଛି, ଆମେ ଭଲ ଖେଳି ପାରିନାହୁଁ। ଆମେ ହାରିବାକୁ ଯୋଗ୍ୟ ଥିଲୁ। ଏଥିପାଇଁ ବୋଲିଂକୁ କେବଳ ଦୋଷ ଦିଆଯାଇ ପାରିବ ନାହିଁ।’’

ଏହାସହ କୋହଲି ଇଂଲଣ୍ଡ ଖେଳାଳିଙ୍କ ପରିଶ୍ରମକୁ ପ୍ରଶଂସା କରିଥିଲେ। ସେ କହିଥିଲେ, ‘କଠିନ ପରିଶ୍ରମ କରିବା ସହ ଇଂଲଣ୍ଡ ମ୍ୟାଚ୍‌ରେ ଉଚିତ୍‌ ସମୟରେ ଉଚିତ୍‌ ନିଷ୍ପତ୍ତି ନେଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story