ଆଜି ଅପରାହ୍ନ ୨ଟା ପରଠାରୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ: www.bseodisha.ac.inରେ ହେବ ଉପଲବ୍ଧ, ଆସନ୍ତା ୧୭ ସୁଦ୍ଧା ପରୀକ୍ଷା କେନ୍ଦ୍ରକୁ ହାର୍ଡ କପି ପଠାଯିବ