ଆଜି ପ୍ରଭୁ ଲିଙ୍ଗରାଜ ଏବଂ ସାକ୍ଷୀଗୋପାଳର ଗୋପୀନାଥ ମନ୍ଦିର ଯାଇ ଦର୍ଶନ କରିବେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହ ଦେବ ; କାଲି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକରେ ଯୋଗ ଦେବେ