ଭୁବନେଶ୍ୱର: ଖଣ୍ଡଗିରି ତପୋବନ ଛକରେ ବିଳମ୍ବିତ ରାତିରେ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରି କାର ଲୁଟ୍; ଭଡ଼ାରେ ଯିବା ବାହାନାରେ କାର ବୁକ୍ କରି ଲୁଟିଲେ ୨ ଦୁର୍ବୃତ୍ତ, ଡ୍ରାଇଭରଙ୍କ ଟଙ୍କା ଓ ମୋବାଇଲ୍ ମଧ୍ୟ ଲୁଟି ନେଲେ , ଗୁରୁତର ଡ୍ରାଇଭର ଡାକ୍ତରଖାନାରେ ଭର୍ତ୍ତି