ଟ୍ୱିଟ୍‌ କରି ପାଣ୍ଡିଆନଙ୍କ ସମ୍ପର୍କରେ କଡ଼ା ମନ୍ତବ୍ୟ ଦେଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା: କହିଲେ- ପାଣ୍ଡିଆନଙ୍କ ଆଚରଣର ତଦନ୍ତ ହେବା ଦରକାର, ତାଙ୍କ ବିରୋଧରେ ଦଳ ଭିତରୁ ବହୁ ଅଭିଯୋଗ ହେଉଛି, ଏହାର ତଦନ୍ତ କରାଯିବା ନିହାତି ଆବଶ୍ୟକ