ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ସଚିବ ପାଣ୍ଡିଆନଙ୍କ ବିରୋଧରେ ବର୍ଷିଲେ ଶିକ୍ଷକ-ଅଧ୍ୟାପକ: ମିଳିତ ମଞ୍ଚର ଆବାହକ ଗୋଲକ ନାୟକ କହିଲେ- ପାଣ୍ଡିଆନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ, ଏବେ ପାଣ୍ଡିଆନ ଚୁପ୍ କାହିଁକି