ବିଚାରପତି ପଦବୀ ପୂରଣ ଦାବିରେ ହାଇକୋର୍ଟ ବାର ଅସୋସିଏସନ୍‌ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ପହଞ୍ଚିଲା ୨ୟ ଦିନରେ: ଆସନ୍ତା ୧୯ ତାରିଖ ଅପରାହ୍ନ ୨ଟା ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ କରିବାକୁ ଚେତାବନୀ