ନୂଆ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କ୍ୟାପିଟାଲ ହସ୍ପିଟାଲ ପରିଦର୍ଶନ

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆଜି ସକାଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତର ଓ ନର୍ସ ଉପସ୍ଥିତ ଅଛନ୍ତି ନା ନାହିଁ, ରୋଗୀଙ୍କୁ ମାଗଣା ଖାଦ୍ୟ ଓ ଔଷଧ ଦିଆଯାଉଛି ନା ନାହିଁ ଏବଂ ସଫେଇ କାମ ଠିକରେ ହେଉଛି ନା ନାହିଁ ସେ ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ। ଏହାସହିତ ବିଭିନ୍ନ ଓ୍ୱାର୍ଡକୁ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

health

health

Rakesh Mallick
  • Published: Wednesday, 10 May 2017
  • Updated: 10 May 2017, 03:44 PM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ଆଜି ସକାଳେ ନୂଆ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଗସ୍ତ କରିଛନ୍ତି। ସ୍ୱାସ୍ଥ୍ୟସେବା ସଂପର୍କରେ ଅନୁଧ୍ୟାନ କରିବା ସହ ଡାକ୍ତର ଓ ନର୍ସ ଉପସ୍ଥିତ ଅଛନ୍ତି ନା ନାହିଁ, ରୋଗୀଙ୍କୁ ମାଗଣା ଖାଦ୍ୟ ଓ ଔଷଧ ଦିଆଯାଉଛି ନା ନାହିଁ ଏବଂ ସଫେଇ କାମ ଠିକରେ ହେଉଛି ନା ନାହିଁ ସେ ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ।

ଏହାସହିତ ବିଭିନ୍ନ ଓ୍ୱାର୍ଡକୁ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos