ପିପିଲି ଦାନଗୋହିରି ଗାଁରେ ଅଭାବନୀୟ ଘଟଣା: ପରିବାରର ବାପା, ମାଆ ଓ ଝିଅ ପୋଡ଼ିଯାଇ ଗୁରୁତର; ରାତିରେ ଘରେ ଶୋଇଥିବା ବେଳେ ଦୁର୍ବୃତ୍ତ ନିଆଁ ଲଗାଇ ଦେଲେ