ସୁନ୍ଦରଗଡ଼ର କଂଗ୍ରେସ ବିଧାୟକ ଯୋଗେଶ ସିଂହଙ୍କ ସଭ୍ୟପଦ କାଏମ ରଖିଲେ ସୁପ୍ରିମକୋର୍ଟ; ସଭ୍ୟପଦ ରଦ୍ଦ କରିଥିଲେ ହାଇକୋର୍ଟ, ଏହା ବିରୋଧରେ ଯୋଗେଶ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ