ବୁର୍ଲା ଜୁନିୟର ଡାକ୍ତର ସଂଘର ସାଧାରଣ ପରିଷଦ ବୈଠକରେ ଆସନ୍ତାକାଲିଠାରୁ ଆନ୍ଦୋଳନ ଚାଲୁ କରିବାକୁ ନିଷ୍ପତ୍ତି, ଆନ୍ଦୋଳନ ବେଳେ ଶୋଭାଯାତ୍ରା କରାଯିବ ଓ ଧାରଣା ଦିଆଯିବ