ଭବାନୀପାଟଣା: କାନ୍ଧରେ ଶବ ବୁହା ଘଟଣା; ନିଜ ଆଡୁ ମାମଲା ରୁଜୁ କଲେ ରାଜ୍ୟ ମାନବାଧିକାର କମିଶନ, ଜିଲ୍ଲାପାଳ ଓ ସିଡିଏମ୍‌ଓଙ୍କୁ ନୋଟିସ୍‌