ପୁଣି ପଦାରେ ପଡ଼ିଲା ସତ୍ୟବାଦୀ ବିଜେଡି ଗୋଷ୍ଠୀକନ୍ଦଳ; ପଦଯାତ୍ରା ସଂପର୍କିତ ପୁରୀ ସମନ୍ୱୟ ବୈଠକରେ ଉମା ସାମନ୍ତରାୟ ଓ ରମା ବଳିୟାରସିଂହଙ୍କ ସମର୍ଥକ ମୁହାଁମୁହିଁ, ଉମା ଓ ରମା ଉପସ୍ଥିତ ଥିଲେ