ସୁନ୍ଦରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ସଭାରେ ମହିଳାଙ୍କ ଦେହରୁ କଳା ଓଢ଼ଣି କଢ଼ାଯିବା ପ୍ରସଙ୍ଗରେ ଯୋଗେଶ ସିଂହଙ୍କ ଅଭିଯୋଗକୁ ଖଣ୍ଡନ କଲେ ପ୍ରଭାତ ବିଶ୍ୱାର