ବିକ୍ରି ହେବ ବିଗ୍ ଏଫଏମ ୯୨.୭

ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ […]

Big-FM

Big-FM

Subhransu Sekhar
  • Published: Tuesday, 28 May 2019
  • Updated: 28 May 2019, 11:18 AM IST

Sports

Latest News

ନୂଆଦିଲ୍ଲୀ: ବିକ୍ରି ହେବ ଦେଶର ସର୍ବବୃହତ ରେଡିଓ କମ୍ପାନୀ ବିଗ୍ ଏଫ୍ଏମ୍ ୯୨.୭। ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ବିଜେନସ୍ ଟାଇକୁନ ଅନୀଲ ଅମ୍ୱାନୀ ଏହି ସଂସ୍ଥାକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଦେଶର ଏହି ଜଣାଶୁଣା ରେଡିଓ କମ୍ପାନୀକୁ ରେଡିଓ ସିଟି ୯୧.୧ କିଣିବ ବୋଲି ଜଣାପଡ଼ିଛି। ପ୍ରଥମେ ବିଗ୍ ଏଫ୍ଏମ ୨୪ ପ୍ରତିଶତ ସେୟାର ବିକ୍ରି କରିବ। ପରବର୍ତ୍ତୀ ପର୍ଯ୍ୟାୟରେ ରେଡିଓ ସିଟି ବାକି ସେୟାର କିଣିବ ବୋଲ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ଏଥିପାଇଁ ୧୨୦୦ କୋଟି ଟଙ୍କାର ଡିଲ୍ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ ରେଡିଓ ଓ ଟିଭି ବ୍ୟବସାୟ କରିବା ପାଇଁ ଅନୀଲ ଅମ୍ୱାନୀ ରିଲାଏନ୍ସ ବ୍ରୋଡକାଷ୍ଟ୍ ନେଟଓ୍ୱର୍କ ଲିମିଟେଡ୍(ଆରବିଏନଏଲ୍) ପ୍ରତିଷ୍ଠା କରିଥିଲେ। ଏହି ଆରବିଏନଏଲ୍ ଅଧିନରେ ବିଗ୍ ଏଫ୍ଏମ୍ ରହିଛି। ଏବେ ରେଡିଓ ସିଟିକୁ ପରିଚାଳନା କରୁଥିବା ଜାଗରଣ ପ୍ରକାଶନ ଲିମିଟେଡ୍ (ଜେପିଏଲ୍)ର ବଟ୍ ମ୍ୟୁଜିକ ବ୍ରୋଡକାଷ୍ଟ(ଏମବିଏଲ) ବିଗ୍ ଏଫ୍ଏମକୁ କିଣିବ ବୋଲି ନିଷ୍ପତ୍ତି ହୋଇଛି।

୨୦୧୪ରେ ବ୍ୟବସାୟୀ ମହେନ୍ଦ୍ର ମୋହନ ଗୁପ୍ତା ଜାଗରଣ ପ୍ରକାଶନ ବଟ୍ ମ୍ୟୁଜିକ ବ୍ରୋଡକାଷ୍ଟ ଲିମିଟେଡ୍ ଆରମ୍ଭ କରିଥିଲେ।

ସାରା ଦେଶରେ ବିଗ୍ ଏଫ୍ଏମର ୫୯ଟି ରେଡିଓ ଷ୍ଟେସନ ରହିଛି। ରେଡିଓ ସିଟି ପାଖରେ ୩୯ଟି ଷ୍ଟେସନ ରହିଛି। ପ୍ରଥମେ ବିଗ୍ ଏଫଏମର ୨୪ଟି ଷ୍ଟେସନ ରେଡିଓ ସିଟିର ମିଶିବ। ପରବର୍ତ୍ତୀ ସମୟରେ ବିଗ୍ ଏଫଏମର ବାକି ଷ୍ଟେସନ ରେଡ଼ିଓ ସିଟିରେ ମିଶିବ ବୋଲି ଜଣାପଡ଼ିଛି। ୨୦୨୦ ଶେଷ ସୁଦ୍ଧା ସମସ୍ତ ବିଗ୍ ଏଫଏମର ଷ୍ଟେସନକୁ ଏମବିଏଲ କିଣିବ ବୋଲି ନିଷ୍ପତ୍ତି ହୋଇଛି।

ଖାଲି ରେଡିଓ ଚ୍ୟାନେଲ ନୁହଁ ଅନୀଲ ଅମ୍ୱାନୀ ରିଲାଏନ୍ସ କ୍ୟାପିଟାଲରେ ଥିବା ୩୨.୮% ସେୟାରକୁ ବିକ୍ରି କରିବେ ବୋଲି ଜଣାପଡ଼ିଛି। ଏଥିପାଇଁ ଜାପାନର ନିପନ ଲାଇଫ୍ ଇନସ୍ୟୁରାନ୍ସ ସହିତ ଡିଲ୍ ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story