ସେଲ୍ଫି ଉଠାଇଲେ ହୋଇପାରିବେ ରଜ ସେଲ୍ଫି ଷ୍ଟାର

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ରଜରେ ସେଲ୍ଫି ଉଠାନ୍ତୁ ଏବଂ ପାଆନ୍ତୁ ୧୦,୦୦୦ ଟଙ୍କାର ଗିଫ୍ଟ। ଖାଲି ସେତିକି ନୁହେଁ ପିନ୍ଧନ୍ତୁ  ୨୦୧୯ର ରଜ ସେଲ୍ଫି ଷ୍ଟାର୍ ମୁକୁଟ। ଏଥର ରଜରେ ଯୁବକ ଯୁବତୀଙ୍କୁ ନିଜ ଶୋରୁମ୍ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏମିତି ଟ୍ରେଣ୍ଡ ତିଆରି କରିଛି ଜଣାଶୁଣା ମଲ୍ଟି ବ୍ରାଣ୍ଡ୍ ରିଟେଲେ ଆଉଟଲେଟ୍ ରିଲାଏନ୍ସ ଟ୍ରେଣ୍ଡ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଏହାର ଶୋରୁମ୍ ସମ୍ମୁଖରେ ସଜ କରିଛି ରଜ ଦୋଳି ଏବଂ ସେଲ୍ଫି ଜୋନ୍। ମନ […]

chinu-raja

chinu-raja

Niharika Rout
  • Published: Wednesday, 12 June 2019
  • Updated: 13 June 2019, 12:22 PM IST

Sports

Latest News

ଭୁବନେଶ୍ବର(ଓଡ଼ିଶା ରିପୋର୍ଟର) : ରଜରେ ସେଲ୍ଫି ଉଠାନ୍ତୁ ଏବଂ ପାଆନ୍ତୁ ୧୦,୦୦୦ ଟଙ୍କାର ଗିଫ୍ଟ। ଖାଲି ସେତିକି ନୁହେଁ ପିନ୍ଧନ୍ତୁ  ୨୦୧୯ର ରଜ ସେଲ୍ଫି ଷ୍ଟାର୍ ମୁକୁଟ। ଏଥର ରଜରେ ଯୁବକ ଯୁବତୀଙ୍କୁ ନିଜ ଶୋରୁମ୍ ଆଡ଼କୁ ଆକୃଷ୍ଟ କରିବା ପାଇଁ ଏମିତି ଟ୍ରେଣ୍ଡ ତିଆରି କରିଛି ଜଣାଶୁଣା ମଲ୍ଟି ବ୍ରାଣ୍ଡ୍ ରିଟେଲେ ଆଉଟଲେଟ୍ ରିଲାଏନ୍ସ ଟ୍ରେଣ୍ଡ। ଏଥିପାଇଁ ଭୁବନେଶ୍ୱର ସ୍ଥିତ ଏହାର ଶୋରୁମ୍ ସମ୍ମୁଖରେ ସଜ କରିଛି ରଜ ଦୋଳି ଏବଂ ସେଲ୍ଫି ଜୋନ୍।

ମନ ପସନ୍ଦର ଡ୍ରେସ୍ କିଣିବା ସହିତ ସେଲ୍ଫି ଜୋନ୍ରେ ଫଟୋ ଉଠାଇ ନିଜ ଫେସବୁକ୍ ଆକାଉଣ୍ଟରେ ପୋଷ୍ଟ କଲେ ଯେଉଁ ଗ୍ରାହକଙ୍କ ସେଲଫିରେ ସର୍ବାଧିକ ଲାଇକ ଆସିବ ସେ ହିଁ ପିନ୍ଧିବେ ଏଥରର ରଜ ମକୁଟ।

ଶୋ ରୁମ୍ ର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗତଥର ମଧ୍ୟ ଏଭଳି ପ୍ରୟାସ କରାଯାଇଥିଲା। ଗ୍ରାହକଙ୍କ ଉତ୍ସାହକୁ ଦେଖି ଏଥର ଏହାକୁ ଆହୁରି ବ୍ୟାପକ କରାଯାଇଛି।

ଆସନ୍ତା ୧୪ ତାରିଖରେ ଏହାର ଫଳାଫଳ ଘୋଷଣା କରାଯିବ। ଏହି ଟ୍ରେଣ୍ଡ ସପ୍ତାହେ ହେବ ଆରମ୍ଭ ହେଲାଣି। ଯଦି ଏବେ ବି କେହି ଏହି ସୁବିଧା ନେବାକୁ ଚାହୁଁଛନ୍ତି ତେବେ ଟ୍ରେଣ୍ଡସର ସେଲ୍ଫି ଜୋନ୍‌ରେ ଫଟୋ ଉଠାଇ #rajawithtrends ଲେଖି ନିଜ ଫେସବୁକ୍‌ରେ ପୋଷ୍ଟ କରି ପାରିବେ ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।

ସେହିପରି ଡ୍ରେସ୍ କିଣି ସେଲ୍ଫି ଉଠାଇଥିବା ଜଣେ ଗ୍ରାହକ ତୃପ୍ତି ମହାରାତ୍ର କହିଛନ୍ତି, ବର୍ଷକୁ ବର୍ଷ ରଜରେ ବଦଳୁଛି ଅଫର୍ ଟ୍ରେଣ୍ଡ। ଏବେ ଯୁବବର୍ଗଙ୍କ ମଧ୍ୟରେ ସେଲଫି ଉଠାଇବା ମାନିଆ ଥିବା ବେଳେ ଏହାକୁ ବ୍ୟବହାର କରି ସେମାନଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଏହା ଏକ ଭଲ ପଦକ୍ଷେପ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story