ଲଞ୍ଚ୍‌ ହେଲା Motorolaର ୪ କ୍ୟାମେରା ବିଶିଷ୍ଟ ଫୋନ୍

ନୂଆଦିଲ୍ଲୀ: Motorola One Zoom ଓ Moto E6 Plusକୁ ବର୍ଲିନ୍‌ରେ IFA 2019ରେ ଲଞ୍ଚ୍‌ କରାଯାଇଛି।  Motorola One Zoom ଏକ ମିଡ୍‌ ରେଞ୍ଜ୍‌ ସ୍ମାର୍ଟଫୋନ୍, ଯାହାର ରିୟରରେ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି Moto E6 Plusରେ ନଚ୍‌ ଡିସପ୍ଲେ ସହ ଡୁଆଲ ରିୟର କ୍ୟାମେରା ଦିଆଯାଇଛି। Motorola One Zoomର ମୂଲ୍ୟ EUR 429(ପାଖାପାଖି ୩୪ ହଜାର ଟଙ୍କା) ରଖାଯାଇଛି। ଗ୍ରାହକଙ୍କୁ ଏହି ସ୍ମାର୍ଟ ଫୋନ୍‌ ବ୍ରଶ୍ଡ ବ୍ରୋଞ୍ଚ୍, କସ୍ମିକ ପର୍ପଲ […]

motrola

motrola

Chinmayee Roy
  • Published: Sunday, 08 September 2019
  • Updated: 08 September 2019, 02:55 PM IST

Sports

Latest News

ନୂଆଦିଲ୍ଲୀ: Motorola One Zoom ଓ Moto E6 Plusକୁ ବର୍ଲିନ୍‌ରେ IFA 2019ରେ ଲଞ୍ଚ୍‌ କରାଯାଇଛି।  Motorola One Zoom ଏକ ମିଡ୍‌ ରେଞ୍ଜ୍‌ ସ୍ମାର୍ଟଫୋନ୍, ଯାହାର ରିୟରରେ କ୍ୱାଡ୍ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେହିପରି Moto E6 Plusରେ ନଚ୍‌ ଡିସପ୍ଲେ ସହ ଡୁଆଲ ରିୟର କ୍ୟାମେରା ଦିଆଯାଇଛି।

Motorola One Zoomର ମୂଲ୍ୟ EUR 429(ପାଖାପାଖି ୩୪ ହଜାର ଟଙ୍କା) ରଖାଯାଇଛି। ଗ୍ରାହକଙ୍କୁ ଏହି ସ୍ମାର୍ଟ ଫୋନ୍‌ ବ୍ରଶ୍ଡ ବ୍ରୋଞ୍ଚ୍, କସ୍ମିକ ପର୍ପଲ ଓ ଇଲେକ୍ଟ୍ରିକ୍ ଗ୍ରେ ୩ଟି କଲର୍‌ରେ ମିଳିବ। ସେହିପରି Moto E6 Plusର ମୂଲ୍ୟ EUR 139(ପାଖାପାଖି ୧୧ ହଜାର ଟଙ୍କା) ରଖାଯାଇଛି। ଏହି ଫୋନ୍‌ଟି ଗ୍ରାହକ ସିଲଭର ଓ ଗ୍ରେ
ରଂଗରେ କିଣିପାରିବେ।

Motorola One Zoomର ସ୍ପେସିଫିକେଶନ୍:  ଡୁଆଲ ସିମ୍‌ ସପୋର୍ଟ ଥିବା Motorola One Zoom ଆଣ୍ଡ୍ରଏଡ 9 Pieରେ ଚାଲେ। ଏଥିରେ ୧୯:୯ ରେସିଓ ସହ ୬.୪ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ ଡିସପ୍ଲେ ଦିଆଯାଇଛି। ଏହି ଫୋନ୍‌ରେ ୪ଜିବି ରାମ୍‌ ସହ କ୍ୱାଲକମ୍‌ ସ୍ନାପଡ୍ରାଗନ୍‌ ୬୭୫ ପ୍ରୋସେସର ଦିଆଯାଇଛି। ଏହାର ଇଣ୍ଟରନାଲ ୧୨୮ ଜିବିର ଷ୍ଟୋରେଜକୁ ଏସ୍‌ଡି କାର୍ଡ଼ ସାହାଯ୍ୟରେ ବଢ଼ାଯାଇପାରିବ।

ଫଟୋଗ୍ରାଫି ପାଇଁ ଏହାର ରିୟର୍‌ରେ କ୍ୱାଡ କ୍ୟାମେରା(୪ଟି କ୍ୟାମେରା) ସେଟ୍‌ଅପ୍‌ ଦିଆଯାଇଛି, ଯାହାର ମୁଖ୍ୟ କ୍ୟାମେରା ୪୮ ମେଗାପିକ୍ସେଲର ରହିଛି। ସେଲଫି ପାଇଁ ଏଥିରେ ୨୫ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି।  Motorola One Zoomରେ 4,000mAhର ବ୍ୟାଟେରି ଦିଆଯିବା ସହ ୧୫ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ ମଧ୍ୟ ରହିଛି।

Moto E6 Plusର ସ୍ପେସିଫିକେଶନ୍: ଏହି ଫୋନ୍‌ ମଧ୍ୟ Zoom ଆଣ୍ଡ୍ରଏଡ 9 Pieରେ ଚାଲେ। ଏଥିରେ ୬.୪ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ ମ୍ୟାକ୍ସ ଭିଜନ୍ IPS ଡିସପ୍ଲେ ଦିଆଯାଇଛି। ଏହି ଫୋନ୍‌ରେ ୨ଜିବି/୪ଜିବି ରାମ୍‌ ସହ ଅକ୍ଟାକୋର MediaTek Helio P22 ପ୍ରୋସେସର ଦିଆଯାଇଛି। ସେହିପରି ଏହାର ଇଣ୍ଟରନାଲ ମେମୋରି ୩୨ଜିବି/୬୪ ଜିବିର ରହିଛି ଯାହାକୁ ମେମୋରି କାର୍ଡ଼ ସାହାଯ୍ୟରେ ୫୧୨ ଜିବି ପର୍ଯ୍ୟନ୍ତ ବଢ଼ାଯାଇ ପାରିବ।

ଫଟୋଗ୍ରାଫି ପାଇଁ ଏହାର ରିୟର୍‌ରେ ୧୩ ମେଗାପିକ୍ସେଲ ଓ ୨ ମେଗାପିକ୍ସେଲର ଡୁଆଲ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ସେଲ୍‌ଫି ପାଇଁ ଏହାର ଫ୍ରଣ୍ଟରେ ୮ ମେଗାପିକ୍ସେଲର କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। Moto E6 Plusରେ 3,000mAhର ବ୍ୟାଟେରି ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story