ଦୁଇଟି ଫୋନ୍‌ର ଦାମ୍ କମାଇଲା Oppo

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Oppo ଭାରତରେ ତା’ର ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମ୍‌ କରିଦେଇଛି। କମ୍ପାନୀ Oppo A1kର ମୂଲ୍ୟ ୫୦୦ ଟଙ୍କା ଓ Oppo F11ର ମୂଲ୍ୟ ୨ ହଜାର ଟଙ୍କା କମ୍‌ କରି ଦେଇଛି। ନୂଆ ମୂଲ୍ୟରେ ଆପଣ ଏହି ଦୁଇଟି ଫୋନ୍‌କୁ ଫ୍ଲିପ୍‌କାର୍ଟ ଓ ଆମାଜନ୍ ଇଣ୍ଡିଆରୁ କିଣି ପାରିବେ। ବର୍ତ୍ତମାନ୍ ପାଇଁ ଆପଣ ଅନ୍‌ଲାଇନ୍‌ରେ କିଣିଲେ ହିଁ ନୂଆ ଦରର ସୁବିଧା ପାଇ ପାରିବେ। ଆମାଜନ ଇଣ୍ଡିଆ ଓ ଫ୍ଲିପକାର୍ଟର ଲିଷ୍ଟିଂ […]

oppo

oppo

Chinmayee Roy
  • Published: Thursday, 19 September 2019
  • Updated: 19 September 2019, 12:50 PM IST

Sports

Latest News

ନୂଆଦିଲ୍ଲୀ: ଚାଇନିଜ୍‌ କମ୍ପାନୀ Oppo ଭାରତରେ ତା’ର ଦୁଇଟି ସ୍ମାର୍ଟଫୋନ୍‌ର ମୂଲ୍ୟ କମ୍‌ କରିଦେଇଛି। କମ୍ପାନୀ Oppo A1kର ମୂଲ୍ୟ ୫୦୦ ଟଙ୍କା ଓ Oppo F11ର ମୂଲ୍ୟ ୨ ହଜାର ଟଙ୍କା କମ୍‌ କରି ଦେଇଛି। ନୂଆ ମୂଲ୍ୟରେ ଆପଣ ଏହି ଦୁଇଟି ଫୋନ୍‌କୁ ଫ୍ଲିପ୍‌କାର୍ଟ ଓ ଆମାଜନ୍ ଇଣ୍ଡିଆରୁ କିଣି ପାରିବେ। ବର୍ତ୍ତମାନ୍ ପାଇଁ ଆପଣ ଅନ୍‌ଲାଇନ୍‌ରେ କିଣିଲେ ହିଁ ନୂଆ ଦରର ସୁବିଧା ପାଇ ପାରିବେ।

ଆମାଜନ ଇଣ୍ଡିଆ ଓ ଫ୍ଲିପକାର୍ଟର ଲିଷ୍ଟିଂ ଅନୁଯାୟୀ Oppo A1kକୁ ଗ୍ରାହକ ୭ ହଜାର ୪୯୦ ଟଙ୍କାରେ କିଣି ପାରିବେ। ଏହି ସ୍ମାର୍ଟଫୋନ୍‌କୁ ଗତ ଏପ୍ରିଲ୍‌ ମାସରେ ୮ ହଜାର ୪୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ପରେ ଜୁନ୍‌ ମାସରେ ଏହାର ମୂଲ୍ୟ ୫୦୦ ଟଙ୍କା କମାଇ ଦିଆଯାଇଥିଲା। ଏହାବ୍ୟତୀତ Oppo F11କୁ ଆପଣ ଏବେ ୧୪ ହଜାର ଟଙ୍କାରେ କିଣି ପାରିବେ। Oppo F11କୁ ଗତ ମାର୍ଚ୍ଚ ମାସରେ ୧୯ ହଜାର ୯୯୦ ଟଙ୍କାରେ ଲଞ୍ଚ୍‌ କରାଯାଇଥିଲା। ପରେ ଗତମାସରେ ଏହାର ମୂଲ୍ୟ କମାଇ ୧୬ ହଜାର ୯୯୦ କରି ଦିଆଯାଇଥିଲା।

Oppo A1kର ଫିଚର୍‌: ଏହି ଫୋନ୍‌ରେ ଆଣ୍ଡ୍ରଏଡ୍ ପାଇ ବେସ୍‌ଡ ColorOS, ୬.୧ ଇଞ୍ଚ୍‌ ଏଚ୍‌ଡି ପ୍ଲସ୍‌ (୭୧୨୦ x୧୫୬୦ ପିକ୍ସେଲ) ଡିସ୍‌ପ୍ଲେ, ୨ଜିବି ରାମ୍‌, ୩୨ ଜିବି ଷ୍ଟୋରେଜ୍, ଅକ୍ଟାକୋର MediaTek Helio P22 ପ୍ରୋସେସର୍, ପଛରେ ୮ ମେଗାପିକ୍ସେଲ୍ ଓ ଫ୍ରଣ୍ଟରେ ୫ ମେଗାପିକ୍ସେଲର କ୍ୟାମେରା ଓ 4,000mAhର ବ୍ୟାଟେରୀ ଦିଆଯାଇଛି।

Oppo F11ର ଫିଚର୍: ଏହି ଫୋନ୍‌ରେ ୬.୫୩ ଇଞ୍ଚ୍‌ର ଫୁଲ୍‌ ଏଚ୍‌ଡି ପ୍ଲସ୍‌ (୧୦୮୦ x ୨୩୪ ପିକ୍ସେଲ) ଡିସ୍‌ପ୍ଲେ, ଆଣ୍ଡ୍ରଏଡ୍ ପାଇ ବେସ୍‌ଡ ColorOS, MediaTek Helio P70 ପ୍ରୋସେସର୍, ୪ରୁ୬ ଜିବି ରାମ୍‌ ଓ ୬୪ରୁ ୧୨୮ ଜିବି ଷ୍ଟୋରେଜ୍ ଦିଆଯାଇଛି। ଫଟୋ ଉଠାଇବା ପାଇଁ ଏହାର ପଛରେ  ଡୁଆଲ୍ କ୍ୟାମେରା ସେଟ୍‌ଅପ୍ ରହିଛି। ଏଥିରେ ମୁଖ୍ୟ କ୍ୟାମେରାଟି ୪୮ ମେଗାପିକ୍ସଲର ଓ ଅନ୍ୟଟି ୫ମେଗାପିକ୍ସେଲର ହୋଇଥିବା ବେଳେ ସେଲ୍‌ଫି ପାଇଁ ଫ୍ରଣ୍ଟରେ ୧୬ ମେଗାପିକ୍ସେଲର କ୍ୟାମେରା ଦିଆଯାଇଛି। ଏଥିସହ ଏହି ଫୋନ୍‌ରେ 4,020mAhର ବ୍ୟାଟେରୀ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story