କର୍ପୋରେଟ ଟ୍ୟାକ୍ସ କମିବା ପରେ ଶେୟାର ବଜାରରେ ଉତ୍ସାହ

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ଶେୟାର ବଜାରରେ ଆଜି ସବୁଠାରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସ କମାଇବା ନେଇ ଘୋଷଣା କରିବା ପରେ ଏହାର ପ୍ରଭାବ ଶେୟାର ବଜାରରେ ଦେଖିବାକୁ ମିଳିଛି। ଦେଶର ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ସୀତାରମଣଙ୍କ ଏହି ଘୋଷଣା ମାନ୍ଦାବସ୍ଥାର ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଉଛି। ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେନସେକ୍ସ ଆଜି ୧୯୨୧ ପଏଣ୍ଟ ବୃଦ୍ଧି ପାଇ ୩୮.୦୧୪ ପଏଣ୍ଟରେ ବନ୍ଦ ହୋଇଛି। […]

stock-market2-getty

stock-market2-getty

Subhransu Sekhar
  • Published: Friday, 20 September 2019
  • Updated: 20 September 2019, 07:33 PM IST

Sports

Latest News

ନୂଆଦିଲ୍ଲୀ: ବିଗତ ୧୦ ବର୍ଷ ମଧ୍ୟରେ ଶେୟାର ବଜାରରେ ଆଜି ସବୁଠାରୁ ଭଲ ପ୍ରଦର୍ଶନ ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କର୍ପୋରେଟ୍ ଟ୍ୟାକ୍ସ କମାଇବା ନେଇ ଘୋଷଣା କରିବା ପରେ ଏହାର ପ୍ରଭାବ ଶେୟାର ବଜାରରେ ଦେଖିବାକୁ ମିଳିଛି। ଦେଶର ଆର୍ଥିକ ମାନ୍ଦାବସ୍ଥା ଚାଲିଥିବା ସୀତାରମଣଙ୍କ ଏହି ଘୋଷଣା ମାନ୍ଦାବସ୍ଥାର ସର୍ଜିକାଲ ଷ୍ଟ୍ରାଇକ୍ ବୋଲି କୁହାଯାଉଛି।

ସରକାରଙ୍କ ଏହି ନିଷ୍ପତ୍ତି ଯୋଗୁଁ ସେନସେକ୍ସ ଆଜି ୧୯୨୧ ପଏଣ୍ଟ ବୃଦ୍ଧି ପାଇ ୩୮.୦୧୪ ପଏଣ୍ଟରେ ବନ୍ଦ ହୋଇଛି। ସେହିପରି ନିଫଟୀ ୫୬୯ ପଏଣ୍ଟ ବୃଦ୍ଧି ସହ ୧୧,୨୭୪ ପଏଣ୍ଟରେ ବନ୍ଦ ହୋଇଛି । ଅନ୍ୟପଟେ ବମ୍ୱେ ଷ୍ଚକ ଏକ୍ସଚେଞ୍ଜ (ବିଏସଇ) ନିବେଶକମାନଙ୍କ ସମ୍ପତ୍ତି ୬ ଲକ୍ଷ ୮୨ ହଜାର କୋଟି ବୃଦ୍ଧି ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos