ଲଞ୍ଚ୍‌ ହେଲା Vivo Nex 3 ଓ Vivo Nex 3 5G

ନୂଆଦିଲ୍ଲୀ: ସୋମବାର ଦୁଇଟି ନୂଆ ସ୍ମାର୍ଟଫୋନ୍‌ Vivo Nex 3 ଓ Vivo Nex 3 5G ଲଞ୍ଚ୍‌ ହୋଇଛି। ଏହି ଦୁଇ ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ୬୪ ମେଗାପିକ୍ସେଲ୍‌ର କ୍ୟାମେରା ଓ ଏହାର କଡ଼ରେ ଦିଆଯାଇଥିବା ପ୍ରୋସେସର-ସେନ୍ସିଟିଭ୍ ବଟନ୍ସ, ଯେଉଁଥିରେ ୟୁନିକ ଭାଇବ୍ରେଟିଂ ଏକ୍ସପେରିଏନ୍ସ ମିଳିବ। ଦାମ୍‌ କେତେ ଓ କେବେ ମିଳିବ Vivo Nex 3ର ମୁଲ୍ୟ  ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ପାଇଁ CNY 4,998(ପାଖାପାଖି ୫୦ ହଜାର […]

nexa1

nexa1

Chinmayee Roy
  • Published: Wednesday, 18 September 2019
  • Updated: 18 September 2019, 09:29 AM IST

Sports

Latest News

ନୂଆଦିଲ୍ଲୀ: ସୋମବାର ଦୁଇଟି ନୂଆ ସ୍ମାର୍ଟଫୋନ୍‌ Vivo Nex 3 ଓ Vivo Nex 3 5G ଲଞ୍ଚ୍‌ ହୋଇଛି। ଏହି ଦୁଇ ଫୋନ୍‌ର ବିଶେଷତ୍ତ୍ୱ ହେଉଛି ଏଥିରେ ୬୪ ମେଗାପିକ୍ସେଲ୍‌ର କ୍ୟାମେରା ଓ ଏହାର କଡ଼ରେ ଦିଆଯାଇଥିବା ପ୍ରୋସେସର-ସେନ୍ସିଟିଭ୍ ବଟନ୍ସ, ଯେଉଁଥିରେ ୟୁନିକ ଭାଇବ୍ରେଟିଂ ଏକ୍ସପେରିଏନ୍ସ ମିଳିବ।

ଦାମ୍‌ କେତେ ଓ କେବେ ମିଳିବ

Vivo Nex 3ର ମୁଲ୍ୟ  ୮ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟ ପାଇଁ CNY 4,998(ପାଖାପାଖି ୫୦ ହଜାର ୬୦୦ ଟଙ୍କା) ରଖାଯାଇଛି। ସେହିପରି Vivo Nex 3 5Gର ୮ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ଭ୍ୟାରିୟାଣ୍ଟର ମୂଲ୍ୟ CNY 5,698(ପାଖାପାଖି ୫୭ ହଜାର ୭୦୦ ଟଙ୍କା) ଏବଂ ୧୨ଜିବି ରାମ୍‌ ଓ ୨୫୬ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟର ମୂଲ୍ୟ CNY 6,198(ପାଖାପାଖି ୬୨ ହଜାର ୭୦୦ ଟଙ୍କା) ରଖାଯାଇଛି। ଚୀନ୍‌ରେ ଏଇ ୨୧ ତାରିଖରୁ ଏହାର ବିକ୍ରି ଆରମ୍ଭ ହେବ। ତେବେ ଭାରତରେ ଏହା କେବେ ଲଞ୍ଚ୍‌ ହେବ, ସେ ନେଇ କମ୍ପାନୀ କିଛି ସୂଚନା ଦେଇ ନାହିଁ।

ଉପଲବ୍ଧ ଫିଚର୍ 

ଏହି ଦୁଇଟିଯାକ ଫୋନ୍‌ର କଡ଼ରେ ୯୦ ଡିଗ୍ରୀ କର୍ଭଡ୍‌ ଏଜ୍‌ ସହ କଷ୍ଟମ-ମେଡ୍ ୱାଟରଫଲ୍ ସ୍କ୍ରିନ୍ ଦିଆଯାଇଛି। ଏହି ଫୋନ୍‌ରେ ଆଣ୍ଡ୍ରଏଡ୍‌ ପାଇ-ବେସ୍‌ଡ Funtouch OS 9.1 ଦିଆଯାଇଛି। ୬.୮୯ ଇଞ୍ଚର ଫୁଲ୍‌ ଏଚ୍‌ଡି ପ୍ଲସ୍‌ AMOLED ନଚ୍‌-ଲେନ୍ସ  ୱାଟରଫଲ୍ ଡିସ୍‌ପ୍ଲେ ଦିଆଯାଇଛି। ଏହି ଦୁଇ ଫୋନ୍‌ରେ ୧୨ଜିବି ପର୍ଯ୍ୟନ୍ତ ରାମ୍ ଓ ୫୧୨ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ଦିଆଯାଇଛି। ସେହିପରି  Adreno 640 GPU ସହ 2.96GHz ଅକ୍ଟାକୋର ସ୍ନାପଡ୍ରାଗନ୍‌ ୮୫୫ ପ୍ଲସ୍‌ ପ୍ରୋସେସର ଦିଆଯାଇଛି।

ଫଟୋ ଉଠାଇବା ପାଇଁ ଉଭୟ Vivo Nex 3 ଓ Vivo Nex 3 5Gର ପଛରେ ଟ୍ରିପଲ୍‌ କ୍ୟାମେରା ସେଟ୍‌ଅପ୍‌ ଦିଆଯାଇଛି। ଏଥିରେ ଥିବା ମୁଖ୍ୟ କ୍ୟାମେରାଟି ୬୪ ମେଗାପିକ୍ସେଲର ହୋଇଥିବା ବେଳେ ଅନ୍ୟ ଦୁଇଟି ୧୩ ମେଗାପିକ୍ସେଲର। ସେଲ୍‌ଫି ପାଇଁ ଦୁଇଟି ଯାକ ଫୋନ୍‌ର ଫ୍ରଣ୍ଟରେ ୧୬ ମେଗାପିକ୍ସେଲର ପପ୍‌-ଅପ୍‌ କ୍ୟାମେରା ରହିଛି।  ସେହିପରି ଏଥିରେ 4,500mAhର ବ୍ୟାଟେରୀ ରହିଛି, ଯେଉଁଥିରେ ୪୪ୱାଟ୍‌ର ଅଲ୍ଟ୍ରାଫାଷ୍ଟ ଚାର୍ଜିଂର ସପୋର୍ଟ ଦିଆଯାଇଛି। ଉଭୟ Vivo Nex 3 ଓ Vivo Nex 3 5Gରେ ଇନ୍‌ ଡିସ୍‌ପ୍ଲେ ଫିଙ୍ଗର୍‌ ପ୍ରିଣ୍ଟ୍‌ ସେନ୍‌ସର୍‌ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story