ଭାରତରେ ଲଞ୍ଚ୍‌ ହେଲା Vivo S1ର ନୂଆ ଭ୍ୟାରିୟାଣ୍ଟ

ନୂଆଦିଲ୍ଲୀ: Vivo S1ର ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ଭାରତରେ ଲଞ୍ଚ୍‌ ହୋଇଯାଇଛି। ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। କମ୍ପାନୀ ଏହି ଭ୍ୟାରିୟାଣ୍ଟର ମୂଲ୍ୟ ୧୮ ହଜାର ୯୯୦ ଟଙ୍କା ରଖିଛି। କମ୍ପାନୀ ଗତ ମାସରେ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର ଘୋଷଣା କରିଥିଲା। ଏହି ଭ୍ୟାରିୟାଣ୍ଟର ଏବେ ପର୍ଯ୍ୟନ୍ତ ବିକ୍ରି ଆରମ୍ଭ ହୋଇନାହିଁ। ବର୍ତ୍ତମାନ ପାଇଁ କେବଳ ୬ଜିବି ରାମ୍ ଓ ୬୪ […]

Vivo-S1-India-Launch-1

Vivo-S1-India-Launch-1

Chinmayee Roy
  • Published: Friday, 13 September 2019
  • Updated: 13 September 2019, 12:00 PM IST

Sports

Latest News

ନୂଆଦିଲ୍ଲୀ: Vivo S1ର ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ ଭାରତରେ ଲଞ୍ଚ୍‌ ହୋଇଯାଇଛି। ଏହାର ବିକ୍ରି ମଧ୍ୟ ଆରମ୍ଭ ହୋଇଯାଇଛି। କମ୍ପାନୀ ଏହି ଭ୍ୟାରିୟାଣ୍ଟର ମୂଲ୍ୟ ୧୮ ହଜାର ୯୯୦ ଟଙ୍କା ରଖିଛି। କମ୍ପାନୀ ଗତ ମାସରେ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର ଘୋଷଣା କରିଥିଲା। ଏହି ଭ୍ୟାରିୟାଣ୍ଟର ଏବେ ପର୍ଯ୍ୟନ୍ତ ବିକ୍ରି ଆରମ୍ଭ ହୋଇନାହିଁ। ବର୍ତ୍ତମାନ ପାଇଁ କେବଳ ୬ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟକୁ ଅଫଲାଇନ୍‌ ରିଟେଲର୍ସଙ୍କ ଜରିଆରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି।

Vivo S1କୁ ସମୁଦାୟ ୩ଟି ଭାରିୟାଣ୍ଟରେ ଲଞ୍ଚ୍‌ କରାଯାଇଛି। ସେଗୁଡ଼ି ହେଲା ୪ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ, ୬ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ ଓ ୬ ଜିବି ରାମ୍‌ ଓ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟ। ଯାହାର ମୂଲ୍ୟ ଯଥାକ୍ରମେ ୧୭ ହଜାର ୯୯୦ ଟଙ୍କା, ୧୮ ହଜାର ୯୯୦ ଟଙ୍କା ଓ ୧୯ ହଜାର ୯୯୦ ଟଙ୍କା ରଖାଯାଇଛି। ୪ଜିବି ରାମ୍ ୧୨୮ ଜିବି ଷ୍ଟୋରେଜ୍ ଭ୍ୟାରିୟାଣ୍ଟର କମ୍ପାନୀ ଅନଲାଇନ୍‌ରେ ବିକ୍ରି ଆରମ୍ଭ କରିଛି। ଗ୍ରାହକ ଏହାକୁ ଆମାଜନ ଇଣ୍ଡିଆ, ଫ୍ଲିପକାର୍ଟ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍‌ରୁ କିଣିପାରିବେ।

vivo s1ର ଫିଚର୍‌: ଏହି ଫୋନ୍ ଆଣ୍ଡ୍ରୋଏଡ୍‌ ପାଇ ବେସ୍‌ଡ Funtouch OS 9 ରେ ଚାଲେ। ଡୁଆଲ୍ ସିମ୍‌ ସପୋର୍ଟ କରୁଥିବା ଏହି ସ୍ମାର୍ଟଫୋନ୍‌ରେ ୬.୩୮ ଇଞ୍ଚର ଫୁଲ୍‌ ଏଚ୍‌ଡି ଗ୍ଲାସ୍‌ ଏବଂ AMOLEDର ମଲ୍‌ଟି-ଟଚ୍‌ ଡିସପ୍ଲେ ରହିଛି। ଏଥିସହ ଅକ୍ଟା କୋର୍‌ MediaTek Helio P65 MT6768 ପ୍ରୋସେସର୍‌ ରହିଛି। ଫଟୋ ଉଠାଇବା ପାଇଁ ଏହାର ପଛରେ ତିନୋଟି କ୍ୟାମେରା ସେଟ୍‌ଅପ୍ ଦିଆଯାଇଛି। ଏହି ସେଟ୍‌ ଅପ୍‌ରେ ୧୬, ୮ ଓ ୨ ମେଗା ପିକ୍ସେଲ୍‌ କ୍ୟାମେରା ଦିଆଯାଇଛି। ସେହିପରି ସେଲ୍‌ଫି ପାଇଁ ଫ୍ରଣ୍ଟରେ ୩୨ ମେଗା ପିକ୍ସେଲ୍‌ର ଫ୍ରଣ୍ଟ କ୍ୟାମେରା ରହିଛି। vivo s1ରେ ୪୫୦୦ ଏମ୍‌ଏଏଚ୍‌ର ବ୍ୟାଟେରୀ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story