ଭୁବନେଶ୍ୱର: ଲକ୍ଷ୍ମୀସାଗରରେ ସେକ୍ସ ରାକେଟ୍ ଠାବ, ୩ ଯୁବତୀ ଉଦ୍ଧାର, ୩ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି । କଟକ ରୋଡ ସ୍ଥିତ ଏକ ପାର୍ଲରରେ ଏହି ସେକ୍ସ ରାକେଟ ଚାଲୁଥିବା ଜଣାପଡିଛି। ପୋଲିସ ସେଠାରୁ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ତିନିଜଣ ଗରାଖଙ୍କୁ ଗିରଫ କରିଛି। ପାର୍ଲର ନାଁରେ ଏଠାରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। କୌଣସି ସୁତ୍ରରୁ ଖବର ପାଇଁ କମିଶନରେଟ ପୋଲିସର କୁଇକ୍ ଆକସନ୍ ଟିମ୍ ଚଢାଉ କରି ଏହି ରାକେଟ […]

sexracket

sexracket

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 12:28 PM IST

Sports

Latest News

sexracketଭୁବନେଶ୍ୱର: ଭୁବନେଶ୍ୱର ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଏକ ସେକ୍ସ ରାକେଟ୍ ଠାବ ହୋଇଛି । କଟକ ରୋଡ ସ୍ଥିତ ଏକ ପାର୍ଲରରେ ଏହି ସେକ୍ସ ରାକେଟ ଚାଲୁଥିବା ଜଣାପଡିଛି। ପୋଲିସ ସେଠାରୁ ତିନିଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ତିନିଜଣ ଗରାଖଙ୍କୁ ଗିରଫ କରିଛି। ପାର୍ଲର ନାଁରେ ଏଠାରେ ଦୀର୍ଘଦିନ ଧରି ସେକ୍ସ କାରବାର ଚାଲୁଥିବା ଅଭିଯୋଗ ହୋଇଥିଲା। କୌଣସି ସୁତ୍ରରୁ ଖବର ପାଇଁ କମିଶନରେଟ ପୋଲିସର କୁଇକ୍ ଆକସନ୍ ଟିମ୍ ଚଢାଉ କରି ଏହି ରାକେଟ ଠାବ କରିଥିଲା। ଗତ ସପ୍ତାହରେ ସ୍ପେଶାଲ ସ୍କ୍ୱାଡ ହାତରେ ଲକ୍ଷ୍ମୀସାଗର ଅଞ୍ଚଳରୁ ଅନ୍ୟ ଏକ ସେକ୍ସ ରାକେଟ ଧରାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story