ଢେଙ୍କାନାଳ: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ କୃଷି ବିଭାଗର ୨କିରାଣି

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ୨ଜଣ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନେ ହେଲେ ରଞ୍ଜନ ପଣ୍ଡା ଓ ନରେଶ ଧଳ। ଜଣେ କୁକୁଡା ଚାଷୀ ପ୍ରଭାତ ରାଉଳଙ୍କ ଠାରୁ ଋଣ ଛାଡ଼ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଗିରଫ କରିଥିଲେ। ଉଭୟ ୨ହଜାର ଲେଖାଏଁ କରି ମୋଟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଭିଜିଲାନ୍ସ ବିଭାଗ ଅଫିସକୁ […]

dhakanal

dhakanal

Rakesh Mallick
  • Published: Sunday, 27 September 2015
  • Updated: 27 September 2015, 09:56 AM IST

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କୃଷି ବିଭାଗର ୨ଜଣ କିରାଣି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ସେମାନେ ହେଲେ ରଞ୍ଜନ ପଣ୍ଡା ଓ ନରେଶ ଧଳ। ଜଣେ କୁକୁଡା ଚାଷୀ ପ୍ରଭାତ ରାଉଳଙ୍କ ଠାରୁ ଋଣ ଛାଡ଼ ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଅଧିକାରୀ ସେମାନଙ୍କୁ ଗିରଫ କରିଥିଲେ। ଉଭୟ ୨ହଜାର ଲେଖାଏଁ କରି ମୋଟ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି। ଗିରଫ ପରେ ଅଭିଯୁକ୍ତମାନଙ୍କୁ ଭିଜିଲାନ୍ସ ବିଭାଗ ଅଫିସକୁ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story