କଞ୍ଚଣା ଇଣ୍ଡିୟାନ୍ ବ୍ୟାଙ୍କ ଲୁଟ୍ ମାମଲା: ଅପରାଧିଙ୍କ ଟେର ପାଉନି ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମରେ ଥିବା ଇଣ୍ଡିୟାନ୍ ବ୍ୟାଙ୍କରୁ ହୋଇଥିବା ଟଙ୍କା ଲୁଟ୍ ମାମଲାର ୨୪ ଘଣ୍ଟା ବିତି ଯାଇଛି। ଏପର୍ଯ୍ୟନ୍ତ ପୁଲିସ ଅପରାଧୀଙ୍କ ସଂପର୍କରେ କୌଣସି ଟେର୍ ପାଇ ପାରିନାହିଁ। ଅପରାଧିମାନେ ସୋମବାର ବ୍ୟାଙ୍କରେ ପଶି ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବା ସହ ସିସିଟିଭି କ୍ୟାମେରାର ଟିଭିଆର୍ ଧରି ଚାଲି ଯାଇଥିଲେ। ପୁଲିସ ଦୁଇଜଣଙ୍କୁ ସନ୍ଦେହ କରି ସେମାନଙ୍କର ଗତିବିଧିକୁ ମନିଟରିଂ କରୁଛି। ଘଟଣା ପରେ ବ୍ୟାଙ୍କକୁ […]

Odisha-Police

Odisha-Police

Rakesh Mallick
  • Published: Tuesday, 08 September 2015
  • Updated: 08 September 2015, 10:45 AM IST

Sports

Latest News

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କଞ୍ଚଣା ଗ୍ରାମରେ ଥିବା ଇଣ୍ଡିୟାନ୍ ବ୍ୟାଙ୍କରୁ ହୋଇଥିବା ଟଙ୍କା ଲୁଟ୍ ମାମଲାର ୨୪ ଘଣ୍ଟା ବିତି ଯାଇଛି। ଏପର୍ଯ୍ୟନ୍ତ ପୁଲିସ ଅପରାଧୀଙ୍କ ସଂପର୍କରେ କୌଣସି ଟେର୍ ପାଇ ପାରିନାହିଁ। ଅପରାଧିମାନେ ସୋମବାର ବ୍ୟାଙ୍କରେ ପଶି ୫ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେବା ସହ ସିସିଟିଭି କ୍ୟାମେରାର ଟିଭିଆର୍ ଧରି ଚାଲି ଯାଇଥିଲେ। ପୁଲିସ ଦୁଇଜଣଙ୍କୁ ସନ୍ଦେହ କରି ସେମାନଙ୍କର ଗତିବିଧିକୁ ମନିଟରିଂ କରୁଛି। ଘଟଣା ପରେ ବ୍ୟାଙ୍କକୁ ଜନଗହଳୀପୂର୍ଣ୍ଣ ସ୍ଥାନରେ ସ୍ଥାପନ ପାଇଁ ସ୍ଥାନୀୟ ବାସିନ୍ଦା ବି ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story