କେନ୍ଦ୍ରାପଡ଼ାରେ ସିରିଜ୍‌ ବୋମାମାଡ଼, ଜଣେ ଆହତ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଦଶମଉଜି ଠାରୁ ୫ନଂ ଜାତୀୟ ରାଜପଥର ମଙ୍ଗଳା ଛକ ପର୍ଯ୍ୟନ୍ତ ୨ ଜଣ ଦୁର୍ବୃତ୍ତ  ଏକ ସିବିଜେଡ୍‌ ବାଇକରେ ଆସି ବିଭିନ୍ନ ସ୍ଥାନରେ ୪ଟି ବୋମାମାଡ କରିଛନ୍ତି। ଏହି ଘଟଣାରେ ବାଇକରେ ଯାଉଥିବା କରିମୁଳ ଗାଁର ପ୍ରଦୀପ ସାହୁଙ୍କ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ କରି ଦୁ‍ର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।  ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ୍‌  ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣାର ତଦନ୍ତ କରୁଛି।

bomb

bomb

Rakesh Mallick
  • Published: Wednesday, 14 December 2016
  • Updated: 15 December 2016, 07:28 AM IST

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଦଶମଉଜି ଠାରୁ ୫ନଂ ଜାତୀୟ ରାଜପଥର ମଙ୍ଗଳା ଛକ ପର୍ଯ୍ୟନ୍ତ ୨ ଜଣ ଦୁର୍ବୃତ୍ତ  ଏକ ସିବିଜେଡ୍‌ ବାଇକରେ ଆସି ବିଭିନ୍ନ ସ୍ଥାନରେ ୪ଟି ବୋମାମାଡ କରିଛନ୍ତି। ଏହି ଘଟଣାରେ ବାଇକରେ ଯାଉଥିବା କରିମୁଳ ଗାଁର ପ୍ରଦୀପ ସାହୁଙ୍କ ଆହତ ହୋଇଛନ୍ତି। ତାଙ୍କୁ କେନ୍ଦ୍ରାପଡ଼ା  ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ବୋମାମାଡ କରି ଦୁ‍ର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି।  ଦୁର୍ବୃତ୍ତମାନଙ୍କୁ ଧରିବାକୁ ପୋଲିସ୍‌  ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story