ଖୋର୍ଦ୍ଧା: କୋଷଳାଶୁଣୀ ଜଙ୍ଗଲରୁ ମିଳିଲା ମା’ପୁଅଙ୍କ ମୃତ ଦେହ

ଖୋର୍ଦ୍ଧା: ବିଭତ୍ସ ହତ୍ୟାକାଣ୍ଡ। ଜଙ୍ଗଲ ଭିତରୁ ମିଳିଲା ମା ଏବଂ ଶିଶୁ ପୁତ୍ରର ମୃତ ଦେହ। ହତ୍ୟା କରିବା ପରେ ପରିଚୟ ଲୁଚାଇବା ପାଇଁ ଉଭୟଙ୍କ ମୁହଁରେ ଏସିଡ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଆରିକମା ପଞ୍ଚାୟତ କୋଷଳାଶୁଣୀ ଜଙ୍ଗଲରେ। ରବିବାର ସନ୍ଧ୍ୟାରେ କୋଷଳାଶୁଣୀ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ମୃତଦେହ ଗଛରେ ଓହଳିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବୋଲଗଡ ପୋଲିସ ଗଛରୁ ମହିଳାଙ୍କ ମୃତଦେହ ଖୋଲିଥିଲା। […]

khordha

khordha

Rakesh Mallick
  • Published: Monday, 13 July 2015
  • Updated: 13 July 2015, 02:28 PM IST

ଖୋର୍ଦ୍ଧା: ବିଭତ୍ସ ହତ୍ୟାକାଣ୍ଡ। ଜଙ୍ଗଲ ଭିତରୁ ମିଳିଲା ମା ଏବଂ ଶିଶୁ ପୁତ୍ରର ମୃତ ଦେହ। ହତ୍ୟା କରିବା ପରେ ପରିଚୟ ଲୁଚାଇବା ପାଇଁ ଉଭୟଙ୍କ ମୁହଁରେ ଏସିଡ ପକାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଆରିକମା ପଞ୍ଚାୟତ କୋଷଳାଶୁଣୀ ଜଙ୍ଗଲରେ। ରବିବାର ସନ୍ଧ୍ୟାରେ କୋଷଳାଶୁଣୀ ଜଙ୍ଗଲ ଭିତରେ ଜଣେ ମହିଳାଙ୍କ ମୃତଦେହ ଗଛରେ ଓହଳିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ବୋଲଗଡ ପୋଲିସ ଗଛରୁ ମହିଳାଙ୍କ ମୃତଦେହ ଖୋଲିଥିଲା। ମୃତ ଦେହ ନିକଟରେ ପଡିଥିବା ଶିଶୁ ପୁତ୍ରର ମୃତଦେହକୁ ଜବତ କରିଛି ପୋଲିସ। ମୃତଦେହ ନିକଟରେ ପଡିଥିବା ଏସିଡ ବୋତଲ, ପ୍ଲାଷ୍ଟିକ ଗ୍ଲାସ ଓ  ଅନ୍ୟାନ୍ୟ ସାମଗ୍ରୀ ପୋଲିସ ଜବତ କରିଛି। ଏହି ଘଟଣାରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି। ଉଭୟଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ପରେ ମୃତ ମହିଳାଙ୍କ ପରିବାର ଲୋକେ ମୃତଦେହକୁ ଚିହ୍ନଟ କରିଥିଲେ। ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ଜେମାଦେଇପୁର ଗ୍ରାମର ଲକ୍ଷ୍ମୀପ୍ରିୟା ସ୍ୱାଇଁ। ଗତ ୪ ବର୍ଷ ତଳେ ଲକ୍ଷ୍ମୀଙ୍କର ବେଗୁନିଆ ନୂଆସାହିର ମନୋଜ ସ୍ୱାଇଁଙ୍କ ସହିତ ବିବାହ ହୋଇଥିଲା। ତେବେ କିଛି ମାସ ତଳେ ମନୋଜ କୌଣସି ଏକ ମାମଲାରେ ଅଭିଯୁକ୍ତ ହୋଇ ବ୍ରହ୍ମପୁର ଜେଲରେ ଅଛନ୍ତି। ତେବେ କେଉଁ ପରିସ୍ଥିତିରେ ଲକ୍ଷ୍ମି କୋଷଳାଶୁଣୀ ଜଙ୍ଗଲ ଭିତରକୁ ନିଜ ପୁଅ ସହିତ ଗଲେ, କିଏ କାହିଁକି ହତ୍ୟା କଲା ସେନେଇ ପୋଲିସ ତଦନ୍ତ ଚଳାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story