ପଟ୍ଟାମୁଣ୍ଡାଇ: ଗୁଳି ମାଡ଼ରେ ଜଣେ ମୃତ

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଛେଦରା କେନାଲ ନିକଟରେ ଗୁଳିମାଡରେ ଆଜି ଜଣଙ୍କର ମୃତ୍ୟୁ ଘଟିଛି। ୩ ଜଣ ଦୁର୍ବୃତ୍ତ ଏକ ଟାଟାଏସିରୁ ଗାଡିରୁ ଡ୍ରାଇଭରକୁ ବାହାରକୁ ଟାଣି ଆଣି ଗୁଳିମାଡ କରିଥିଲେ। ଗୁଳିମାଡ ପରେ ଦୁର୍ବୃତ୍ତମାନେ ଆସିଥିବା ବାଇକରେ ଫେରାର ହୋଇଯାଇଥିଲେ।

କିଏ ଓ କାହିଁକି ଗୁଳିମାଡ କଲେ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

This website uses cookies to improve your experience. We'll assume you're ok with this, but you can opt-out if you wish. AcceptRead More