ଚାକିରି ଦେବାକୁ କହି ଠକି ଦେଲେ !

ପଇସା ଦିଅ, ନିଯୁକ୍ତି ପତ୍ର ନିଅ । ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବା ନାଁରେ ଯୁବକଯୁବତୀଙ୍କଠାରୁ ଠକେଇ ଅଭିଯୋଗ ।

Manoj Swain
  • Published: Wednesday, 01 November 2023
  • Updated: 01 November 2023, 07:01 PM IST

Sports

Latest News

ପଇସା ଦିଅ, ନିଯୁକ୍ତି ପତ୍ର ନିଅ । ସୋଶାଲ ମିଡିଆରେ ବିଜ୍ଞାପାନ ଜରିଆରେ ଲୋକଙ୍କୁ ଠକାଯାଇଛି । ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବା ନାଁରେ ଯୁବକଯୁବତୀଙ୍କଠାରୁ ଠକେଇ ଅଭିଯୋଗ । ତେବେ ଚାକିରି କରାଇଦେବାକୁ କହି ଦଲାଲ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଏତଲା ପରେ ଉକ୍ତ ସଂସ୍ଥା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos