ପଇସା ଦିଅ, ନିଯୁକ୍ତି ପତ୍ର ନିଅ । ସୋଶାଲ ମିଡିଆରେ ବିଜ୍ଞାପାନ ଜରିଆରେ ଲୋକଙ୍କୁ ଠକାଯାଇଛି । ପଞ୍ଚାୟତିରାଜ ବିଭାଗରେ ଚାକିରି ଦେବା ନାଁରେ ଯୁବକଯୁବତୀଙ୍କଠାରୁ ଠକେଇ ଅଭିଯୋଗ । ତେବେ ଚାକିରି କରାଇଦେବାକୁ କହି ଦଲାଲ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ଏନେଇ ଭରତପୁର ଥାନାରେ ଏତଲା ପରେ ଉକ୍ତ ସଂସ୍ଥା ଉପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସ୍କୁଲରେ ଚାଲିଥିଲା ବାର୍ଷିକୋତ୍ସବ; ବାହାରେ ଦୁଇ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ
ସ୍କୁଲରେ ବାର୍ଷିକ ଉତ୍ସବ ଚାଲିଥିବା ବେଳେ ବାହାରେ ଚାଲିଥିଲା ହଣାହଣି। ଦୁଇ ଯୁବକଙ୍କୁ ବିଚ୍ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ।
Crime
ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍, ପ୍ରଶାସନ ଓ ପୁଲିସକୁ ଖୋଲା ଚ୍ୟାଲେଞ୍ଜ
ଶ୍ରୀମନ୍ଦିର ଉପରେ ପ୍ରାୟ ଅଧଘଣ୍ଟା ଧରି ଡ୍ରୋନ୍ ଉଡ଼ିଲା, ଆଉ ଲୋକେ ଏସବୁକୁ ଦେଖିପାରିଲେ। ହେଲେ ନା ପୁଲିସ୍ ନା ଶ୍ରୀମନ୍ଦିର ପ୍ରଶାସନର କୌଣସି ଅଧିକାରୀ କେହି ଏସମ୍ପର୍କରେ ଟିକିଏ ବି ଟେର ପାଇଲେନି।
Crime
ବ୍ରାଉନ୍ସୁଗର ଟଙ୍କାରେ ଅୟସ୍ କରୁଥିଲେ ଦୁଇ ଭାଇ!
ସହରାଞ୍ଚଳ ଥାନା ଅଧୀନ ଚରମ୍ପା ବରାଳ ପୋଖରୀ ଗାଁର କାହ୍ନୁ ଚରଣ ନାୟକ ଓ କାଳନ୍ଦୀ ନାୟକ। ଉଭୟ ପେସାରେ ବ୍ରାଉନ୍ସୁଗର ବେପାରୀ। ଏମାନେ ନିୟମିତ ବ୍ରାଉନ୍ସୁଗର ଆଣି ଭଦ୍ରକ ଟାଉନ୍ ଓ ଆଖପାଖ ଅଞ୍ଚଳକୁ ଚାଲାଣ କରନ୍ତି।
Crime
ଦୁର୍ଘଟଣାରେ ୨ ବିଜେପି କର୍ମୀଙ୍କ ମୃତ୍ୟୁ ଘଟଣାରେ ନୂଆମୋଡ଼; ଆସିଲା ହତ୍ୟା ଅଭିଯୋଗ, ଥରେ ନୁହେଁ କାରକୁ ୩ ଥର ପିଟିଥିଲା ହାଇୱା
ଦଳର ଗୋଶାଳା ମଣ୍ଡଳ ସଭାପତି ଦେବେନ୍ଦ୍ର ନାୟକ ଓ ପୂର୍ବତନ ସରପଞ୍ଚ ମୁରଲୀଧର ଛୁରିଆଙ୍କ ମୃତ୍ୟୁ ଘଟିଛି।
Crime
ସଫେଇ କର୍ମଚାରୀଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ
ବାବୁଲି କାକ ରାଣିବଗିଚା ବାଇପାସ୍ ନିକଟରେ ସଫେଇ କାମର ତଦାରଖ କରିବା ପାଇଁ ଯାଇଥିଲେ। କାମ ତଦାରଖ କରିବା ପରେ ସେଠାରେ ସେ ଠିଆ ହୋଇଥିଲେ। ଠିକ୍ ସେତିକି ବେଳେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।