ସମ୍ବଲପୁର: ଜମି ଠକେଇ ଘଟଣାରେ ଅବସରପ୍ରାପ୍ତ କିରାଣି ଗିରଫ

ସମ୍ୱଲପୁର: ସମ୍ବଲପୁର ସହର ଉପକଣ୍ଠରେ ଜାଲିଆତି କରି ବହୁ କୋଟି ଟଙ୍କ।ର ଜମି ଠକେଇ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ କିରାଣିଙ୍କୁ ପୋଲିସ ଗିରଫ କରିଛି। ସମ୍ୱଲପୁର  ସଦର ତହସିଲ ଅଫିସର ମ୍ୟୁଟେସନ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ କିରାଣି ଆନନ୍ଦ ମିଶ୍ରଙ୍କୁ ଅଇଁଠାପାଲି ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ବେହେରା ଓ ଜଣେ ବୃଦ୍ଧାଙ୍କୁ ଗିରଫ କରାଯାଇଥିଲା। ଏହି ଜମି ଠକେଇ ଘଟଣାର ତଦନ୍ତ ଜାରୀ ରହିଥିବାରୁ […]

sambalpur

sambalpur

Rakesh Mallick
  • Published: Wednesday, 09 September 2015
  • Updated: 09 September 2015, 10:43 AM IST

Sports

Latest News

sambalpurସମ୍ୱଲପୁର: ସମ୍ବଲପୁର ସହର ଉପକଣ୍ଠରେ ଜାଲିଆତି କରି ବହୁ କୋଟି ଟଙ୍କ।ର ଜମି ଠକେଇ ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ କିରାଣିଙ୍କୁ ପୋଲିସ ଗିରଫ କରିଛି। ସମ୍ୱଲପୁର  ସଦର ତହସିଲ ଅଫିସର ମ୍ୟୁଟେସନ ଦାୟିତ୍ୱରେ ଥିବା ଅବସରପ୍ରାପ୍ତ କିରାଣି ଆନନ୍ଦ ମିଶ୍ରଙ୍କୁ ଅଇଁଠାପାଲି ଥାନା ପୋଲିସ ଗିରଫ କରିଛି । ପୂର୍ବରୁ ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୁଧାଂଶୁ ବେହେରା ଓ ଜଣେ ବୃଦ୍ଧାଙ୍କୁ ଗିରଫ କରାଯାଇଥିଲା। ଏହି ଜମି ଠକେଇ ଘଟଣାର ତଦନ୍ତ ଜାରୀ ରହିଥିବାରୁ ଆଗକୁ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଗିରଫ ହେବେ ବୋଲି ପୋଲିସ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story