ୟୁଟ୍ୟୁବ୍ ଦେଖି ସ୍ୱାମୀ ସାଜିଲେ ଡାକ୍ତର, ପ୍ରସବ ସମୟରେ ଚାଲିଗଲା ସ୍ତ୍ରୀର ଜୀବନ

ଯାହା ଏକ୍ସପର୍ଟଙ୍କ ବିନା ଅସମ୍ଭବ ତା'ର ଜ୍ଞାନ ୟୁଟ୍ୟୁବରୁ ନେଉଥିବା ବ୍ୟକ୍ତି ସାବଧାନ ହୋଇଯାଆନ୍ତୁ। ୟୁଟ୍ୟୁବ୍ ଦେଖି ପତ୍ନୀର ପ୍ରସବ କରାଉଥିବା ସମୟରେ ମହିଳାଙ୍କ ଜୀବନ ଚାଲିଥିବା ଭଳି ଖବର ସାମ୍ନାକୁ ଆସିଛି।

The Died Woman And Her Husband

ମୃତ ମହିଳା ଏବଂ ତାଙ୍କ ସ୍ୱାମୀ

Debibandita Barick
  • Published: Thursday, 24 August 2023
  • Updated: 24 August 2023, 04:46 PM IST

Sports

Latest News

ୟୁଟ୍ୟୁବ୍ ଶିକ୍ଷା ଗ୍ରହଣର ଏକ ଭିନ୍ନ ମାଧ୍ୟମ ପାଲଟିଛି। ଏହି ସୋସାଲ୍ ମିଡିଆ ପ୍ଲାଟଫର୍ମରୁ ବିଶ୍ୱର ଅନେକ ଲୋକ ପୂରା ବିଶ୍ୱକୁ ଜାଣୁଛନ୍ତି। କିଏ ଶିକ୍ଷା ଆହରଣ କରୁଛି ତ ଆଉ କିଏ ମନୋରଞ୍ଜନ। ଏହି ମାଧ୍ୟମ ମଧ୍ୟ ଅନେକ ସମୟରେ ୟୁଜର୍ସଙ୍କ ବହୁ ଭ୍ରମ ଦୂର କରିଥାଏ। କିନ୍ତୁ ଯାହା ଏକ୍ସପର୍ଟଙ୍କ ବିନା ଅସମ୍ଭବ ତା'ର ଜ୍ଞାନ ୟୁଟ୍ୟୁବରୁ ନେବା ଅଜ୍ଞାନତାର ପରିଚୟ ବୋଲି ବାରମ୍ୱାର ପ୍ରମାଣିତ ହୋଇଛି। ଆଉ ଏହାର ଏକ ସଦ୍ୟତମ ଉଦାହରଣ ବର୍ତ୍ତମାନ ସାମ୍ନାକୁ ଆସିଛି।

ଜଣେ ବ୍ୟକ୍ତି ୟୁଟ୍ୟୁବ୍ ଦେଖି ପତ୍ନୀର ପ୍ରସବ କରାଉଥିବା ସମୟରେ ମହିଳାଙ୍କ ଜୀବନ ଚାଲିଯାଇଛି। ଏପରି ସମ୍ବଦନଶୀଳ ଘଟଣା ଘଟିଛି ତାମିଲନାଡୁର କୃଷ୍ଣାଗିରିରେ। ସୂଚନା ଅନୁସାରେ, ଲୋଗ୍ନାୟାକି(୨୭)ଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା। ତାଙ୍କ ସ୍ୱାମୀ ମଧ୍ୟେଶ ତାଙ୍କୁ ଡାକ୍ତରଖାନା ନ ନେଇ ଘରେ ପ୍ରସବ କରାଇବାର ପ୍ରଚେଷ୍ଟା ଆରମ୍ଭ କରି ଦେଇଥିଲେ। ନିଜକୁ ଡାକ୍ତରୀ କଳା ଜଣା ନଥିଲେ ମଧ୍ୟ ୟୁଟ୍ୟୁବକୁ ଗୁରୁ ମଣି ଏପରି ବିପଦପୂର୍ଣ୍ଣ ପଦକ୍ଷେପ ନେଇଥିଲେ ମଧ୍ୟେଶ।

Also Read

ପ୍ରସବ ସମୟରେ ଗର୍ଭନାଡ଼(Umbilical Cord)କୁ ଭୁଲ୍ ଭାବେ କାଟି ଦେଇଥିଲେ। ଫଳରେ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଏହାପରେ ଲୋଗ୍ନାୟାକିଙ୍କୁ ଏକ ଡାକ୍ତରଖାନା ନେଇଥିଲେ ମଧ୍ୟେଶ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। କହି ରଖୁଛୁ ଯେ, ଗର୍ଭନାଡ଼ ଶିଶୁ ସହ ସଂଯୁକ୍ତ ହୋଇଥିବା ଏକ ନାଡ଼। ପିଲା ଜନ୍ମ ହେବା ପରେ ଏହାକୁ ଅତି ଯତ୍ନର ସହ ମାଆଠାରୁ ଅଲଗା କରିଥାନ୍ତି ଡାକ୍ତର। କିନ୍ତୁ ୟୁଟ୍ୟୁବର ଜ୍ଞାନ ଆହରଣ କରି ଏପରି ଚେଷ୍ଟା କରିଥିବା ମଧ୍ୟେଶଙ୍କ ଭୁଲ୍ ପାଇଁ ପତ୍ନୀଙ୍କ ଜୀବନ ଚାଲି ଯାଇଛି। 

ଏନେଇ ହସ୍ପିଟାଲ ପକ୍ଷରୁ ଥାନାରେ ଏତଲା ଦିଆଯିବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ପୁଲିସ ମଧ୍ୟେଶଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story