ଅଜୟଙ୍କ ଶିବୟା ଅପେକ୍ଷା କରଣ ଜୋହରଙ୍କ ଫିଲ୍ମରେ ଅଧିକ ସିନ୍ କଟ୍

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ ‘ଶିବୟା’ ଓ କରଣଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’କୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଜୋଣ ଧରିଛି। ଏବେ ସିନ୍‌ କଟ୍‌କୁ ନେଇ ଏହି ଦୁଇଟି ଫିଲ୍ମ ପୁଣି ଚର୍ଚ୍ଚାକୁ ଆସିଛି। ସେନସର ବୋର୍ଡ ଗୋଟିଏ ମାତ୍ର କଟ୍‌ରେ ‘ଶିବୟା’କୁ ପାସ୍ କରିଥିବା ବେଳେ କରଣଙ୍କ ଫିଲ୍ମରେ ୫ଟି ସିନ୍‌ କଟ୍ ହୋଇଛି। ‘ଏ ଦିଲ ହେ ମୁସକିଲ’ ଫିଲ୍ମରେ କିସିଂ ସିନ୍ ସହ କିଛି ଲଭ ମେକିଂ […]

dil-hai-mushkil-shivaay

dil-hai-mushkil-shivaay

Rakesh Mallick
  • Published: Monday, 17 October 2016
  • Updated: 17 October 2016, 04:00 PM IST

Sports

Latest News

ମୁମ୍ବାଇ: ଅଜୟ ଦେବଗନଙ୍କ ଫିଲ୍ମ ‘ଶିବୟା’ ଓ କରଣଙ୍କ ଫିଲ୍ମ ‘ଏ ଦିଲ୍ ହେ ମୁସକିଲ’କୁ ନେଇ ବେଶ କିଛିଦିନ ହେବ ଚର୍ଚ୍ଚା ଜୋଣ ଧରିଛି। ଏବେ ସିନ୍‌ କଟ୍‌କୁ ନେଇ ଏହି ଦୁଇଟି ଫିଲ୍ମ ପୁଣି ଚର୍ଚ୍ଚାକୁ ଆସିଛି।

ସେନସର ବୋର୍ଡ ଗୋଟିଏ ମାତ୍ର କଟ୍‌ରେ ‘ଶିବୟା’କୁ ପାସ୍ କରିଥିବା ବେଳେ କରଣଙ୍କ ଫିଲ୍ମରେ ୫ଟି ସିନ୍‌ କଟ୍ ହୋଇଛି। ‘ଏ ଦିଲ ହେ ମୁସକିଲ’ ଫିଲ୍ମରେ କିସିଂ ସିନ୍ ସହ କିଛି ଲଭ ମେକିଂ ସିନ୍‌କୁ କାଟି ଦିଆଯାଇଛି। ସେପଟେ ‘ଶିବୟା’ରେ ଅଜୟ ଦେବଗନ ଓ ଏରିକାଙ୍କ ଲଭ୍ ମେକିଂ ସିନ୍‌କୁ ଟ୍ରିମ୍ କରାଯାଇଛି। ବିବାଦ ସତ୍ତ୍ୱେ ଆସନ୍ତା ୨୮ ଅକ୍ଟୋବରରେ ରିଲିଜ ହେବାକୁ ଥିବା ଏହି ଦୁଇଟି ଫିଲ୍ମ ଭିତରୁ ବକ୍ସ ଅଫିସ୍ ହିଟ୍ କିଏ କରିବ ତାହା ଦେଖିବାକୁ ବାକି ରହିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story