ଆଲିଆଙ୍କ ନୂଆ ଘରକୁ ଡିଜାଇନ କଲେ ରିଚ୍ଚା ବହଲ

ମୁମ୍ବାଇ: ନୂଆ କରି ବଲିଉଡ ଫିଲ୍ମ ଜଗତରେ ପାଦ ଥାପିଥିବା ଆଲିଆ ଭଟ୍ଟ ନିଜ ପାଇଁ ଏବଂ ସାନ ଭଉଣୀ ପାଇଁ ବନାଇଛନ୍ତି ଏକ ନୂଆ ଘର। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କର ଏହି ଘରକୁ ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲଙ୍କ ପତ୍ନୀ ରିଚ୍ଚା ବହଲ ଡିଜାଇନ କରିଛନ୍ତି। ନୂଆ ଘରେ ଆଲିଆ ଏବଂ ତାଙ୍କ ଉଉଣୀଙ୍କ ଛୋଟ ବଡ଼ ପସନ୍ଦର ଖାସ୍ ଧ୍ୟାନ ଦିଆଯାଇଛି। ଘରର ପ୍ରତିଟି କୋଣକୁ ଖୁବ୍ ସୁନ୍ଦରତା ସହ ଡିଜାଇନ କରାଯାଇଛି। […]

alia-bhatt-house

alia-bhatt-house

Rakesh Mallick
  • Published: Sunday, 16 October 2016
  • Updated: 16 October 2016, 04:34 PM IST

Sports

Latest News

ମୁମ୍ବାଇ: ନୂଆ କରି ବଲିଉଡ ଫିଲ୍ମ ଜଗତରେ ପାଦ ଥାପିଥିବା ଆଲିଆ ଭଟ୍ଟ ନିଜ ପାଇଁ ଏବଂ ସାନ ଭଉଣୀ ପାଇଁ ବନାଇଛନ୍ତି ଏକ ନୂଆ ଘର। ମୁମ୍ବାଇର ଜୁହୁ ଅଞ୍ଚଳରେ ତାଙ୍କର ଏହି ଘରକୁ ଫିଲ୍ମ ନିର୍ଦ୍ଦେଶକ ବିକାଶ ବହଲଙ୍କ ପତ୍ନୀ ରିଚ୍ଚା ବହଲ ଡିଜାଇନ କରିଛନ୍ତି। ନୂଆ ଘରେ ଆଲିଆ ଏବଂ ତାଙ୍କ ଉଉଣୀଙ୍କ ଛୋଟ ବଡ଼ ପସନ୍ଦର ଖାସ୍ ଧ୍ୟାନ ଦିଆଯାଇଛି। ଘରର ପ୍ରତିଟି କୋଣକୁ ଖୁବ୍ ସୁନ୍ଦରତା ସହ ଡିଜାଇନ କରାଯାଇଛି। ଆଲିଆ ଏହି ଘର ଦୁଇବର୍ଷ ତଳେ ନେଥିଲେ। ରିଚ୍ଚାଙ୍କ କାମ ତାଙ୍କୁ ଏତେ ପସନ୍ଦ ଆସିଥିଲା ଯେ, ନିଜ ଘରକୁ ବି ରିଚ୍ଚା ହିଁ ଡିଜାଇନ କରିବେ ଏହି ନିଷ୍ପତ୍ତି ସେ ରିଚ୍ଚାଙ୍କ ସହ ପ୍ରଥମ ଦେଖାରୁ ହିଁ ଚାହିଁଥିଲେ। ଆଲିଆ ଏହି ଘର ତାଙ୍କ ପରିବାର ରହୁଥିବା ଘର ନିକଟରେ ହିଁ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos