‘ଏ ଦିଲ ହୈ ମୁସକିଲ’ରେ ଆଲିଆ ବି ଆସିବେ ନଜର

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ ଲଗାତାର ଚର୍ଚ୍ଚାରେ ରହିଆସିଛି। କେତେବେଳେ ରଣବୀର ଓ ଐଶ୍‌ଙ୍କ ବୋଲ୍ଡ ସିନ୍‌କୁ ନେଇ ତ କେବେ ପାକିସ୍ତାନୀ ଅଭିନେତ୍ରୀ ଫୱାଦ୍‌ ଖାନ୍‌କୁ ନେଇ। ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଖବର ଟି ହେଉଛି ଫିଲ୍ମରେ ଆଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏକ ‘ସୋ’ ମାଧ୍ୟମରେ କରଣ, ଆଲିଆଙ୍କ ଏହି  ଫିଲ୍ମରେ ଅଭିନୟକୁ ନେଇ କହିଛନ୍ତି।

‘ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ରେ ବଲିଉଡରେ ଡେବ୍ୟୁ କରିଥିବା କରଣଙ୍କୁ ନିଜର ମେଣ୍ଟର ଭାବୁଥିବା ଆଲିଆ ଫିଲ୍ମରେ ଛୋଟ ରୋଲ ପାଇଁ ମଧ୍ୟ ରାଜି ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ

ଆତ୍ମହତ୍ୟା କଲେ ‘କ୍ୟୁଁ କିଁ ଶାଶ୍‌ ଭି କଭି ବହୁ ଥି’ର ଅଭିନେତା

ବିଗ୍‌ବସ୍‌ ଫେମ୍‌ ଅସିମ୍‌ ରିଆଜଙ୍କ ଉପରକୁ ଆକ୍ରମଣ

ରିଙ୍କିଙ୍କ ଭାଗ୍ୟ ବଦଳେଇ ଦେଲା ଗୋଟିଏ ଟ୍ୱିଟ୍‌, ଚାନ୍ସ ଦେଲା ତରଙ୍ଗ

ସୁଶାନ୍ତ ମୃତ୍ୟୁ ମାମଲା : ଆଦିତ୍ୟ ଠାକ୍‌ରେଙ୍କୁ ଟାର୍ଗେଟ୍‌ କରି କଙ୍ଗନା ପଚାରିଲେ ୭ଟି ପ୍ରଶ୍ନ

ସେଲେବ୍ରିଟିଙ୍କ ରାକ୍ଷୀ ସେଲେବ୍ରେଶନ୍

ଜାଳୁଥିଲି, ଜଳାଉଥିଲି ଏବେ ଜଳୁଛି….

ମୃତ୍ୟୁ ପୂର୍ବରୁ ସୁଶାନ୍ତ ଗୁଗଲ୍‌ରେ ସର୍ଚ୍ଚ କରିଥିଲେ ଏହି ତିନୋଟି ଶବ୍ଦ

ୟୁରୋପ ଟୁର୍‌ ଓ ନଭେମ୍ବର ମାସର ସେହି ଘଟଣା

ଅନୁପମଙ୍କ ଚିକିତ୍ସା ପାଇଁ ଯୋଗୀ ଦେଲେ ୨୦ ଲକ୍ଷ

୩୫ ବର୍ଷ ପରେ ଆଜି ସେହି ହାତ ନାହିଁ…

ମ୍ୟାନେଜର୍ ଦିଶାଙ୍କ ପରିବାରକୁ ପଚରାଉଚରା କରିବ ବିହାର ପୁଲିସ୍

ଅନୁପମଙ୍କ ଚିକିତ୍ସା ପାଇଁ ସାହାଯ୍ୟର ହାତ ବଢ଼ାଇଲେ ଯୋଗୀ