‘ଏ ଦିଲ ହୈ ମୁସକିଲ’ରେ ଆଲିଆ ବି ଆସିବେ ନଜର

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ ଲଗାତାର ଚର୍ଚ୍ଚାରେ ରହିଆସିଛି। କେତେବେଳେ ରଣବୀର ଓ ଐଶ୍‌ଙ୍କ ବୋଲ୍ଡ ସିନ୍‌କୁ ନେଇ ତ କେବେ ପାକିସ୍ତାନୀ ଅଭିନେତ୍ରୀ ଫୱାଦ୍‌ ଖାନ୍‌କୁ ନେଇ। ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଖବର ଟି ହେଉଛି ଫିଲ୍ମରେ ଆଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏକ ‘ସୋ’ ମାଧ୍ୟମରେ କରଣ, ଆଲିଆଙ୍କ ଏହି  ଫିଲ୍ମରେ ଅଭିନୟକୁ ନେଇ କହିଛନ୍ତି। ‘ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ […]

alia-bhatt

alia-bhatt

Rakesh Mallick
  • Published: Saturday, 15 October 2016
  • Updated: 15 October 2016, 04:01 PM IST

Sports

Latest News

ମୁମ୍ବାଇ: କରଣ ଜୋହରଙ୍କ ଫିଲ୍ମ ‘ଏ ଦିଲ୍ ହୈ ମୁସକିଲ’ ଲଗାତାର ଚର୍ଚ୍ଚାରେ ରହିଆସିଛି। କେତେବେଳେ ରଣବୀର ଓ ଐଶ୍‌ଙ୍କ ବୋଲ୍ଡ ସିନ୍‌କୁ ନେଇ ତ କେବେ ପାକିସ୍ତାନୀ ଅଭିନେତ୍ରୀ ଫୱାଦ୍‌ ଖାନ୍‌କୁ ନେଇ। ଏବେ ଆଉ ଏକ ନୂଆ ଖବର ଶୁଣିବାକୁ ମିଳୁଛି। ଖବର ଟି ହେଉଛି ଫିଲ୍ମରେ ଆଲିଆଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଏକ ‘ସୋ’ ମାଧ୍ୟମରେ କରଣ, ଆଲିଆଙ୍କ ଏହି  ଫିଲ୍ମରେ ଅଭିନୟକୁ ନେଇ କହିଛନ୍ତି।

‘ଫିଲ୍ମ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ରେ ବଲିଉଡରେ ଡେବ୍ୟୁ କରିଥିବା କରଣଙ୍କୁ ନିଜର ମେଣ୍ଟର ଭାବୁଥିବା ଆଲିଆ ଫିଲ୍ମରେ ଛୋଟ ରୋଲ ପାଇଁ ମଧ୍ୟ ରାଜି ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story