ରିଲିଜ୍‌ ହେଲା ‘ବେଇମାନ ଲଭ୍’, ‘ଆନ୍ନା’ ଓ ‘ସାତ ଉଚ୍ଚକେ’

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଫିଲ୍ମ ‍‘ବେଇମାନ ଲଭ୍’, ‘ଆନ୍ନା’ ଓ ‘ସାତ ଉଚ୍ଚକେ’। ଫିଲ୍ମ ‘ବେଇମାନ ଲଭ୍’ରେ ସନି ଲିଓନିଙ୍କ ସହ ରଜନିଶ ଦୁଗ୍ଧଲ ଓ ଡାନିଏଲ ୱେବରଙ୍କ ଦେଖିବାକୁ ମଳିବ। ରାଜୀବ ଚୌଧୁରି ଫିଲ୍ମର ନିର୍ଦ୍ଦେଶନା  ଦେଇଛନ୍ତି। ସମାଜସେବୀ ଆନ୍ନା ହଜାରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ହେଉଛି ‘ଆନ୍ନା’। ଆନ୍ନା ହଜାରେଙ୍କ ଭୂମିକାରେ ଶଶାଙ୍କ ଉଦାପୁରକରଙ୍କୁ ଦେଖିବାକୁ ମିଳିବ। ଶଶାଙ୍କ ଉଦାପୁରକରଙ୍କ ସହ ଫିଲ୍ମରେ ତନିଶା ମୁଖାର୍ଜୀ, ଗୋବିନ୍ଦ […]

anna

anna

Rakesh Mallick
  • Published: Friday, 14 October 2016
  • Updated: 14 October 2016, 05:41 PM IST

Sports

Latest News

ମୁମ୍ବାଇ: ଆଜି ଫିଲ୍ମ ଫ୍ରାଇଡେରେ ରିଲିଜ ହୋଇଛି ଫିଲ୍ମ ‍‘ବେଇମାନ ଲଭ୍’, ‘ଆନ୍ନା’ ଓ ‘ସାତ ଉଚ୍ଚକେ’। ଫିଲ୍ମ ‘ବେଇମାନ ଲଭ୍’ରେ ସନି ଲିଓନିଙ୍କ ସହ ରଜନିଶ ଦୁଗ୍ଧଲ ଓ ଡାନିଏଲ ୱେବରଙ୍କ ଦେଖିବାକୁ ମଳିବ। ରାଜୀବ ଚୌଧୁରି ଫିଲ୍ମର ନିର୍ଦ୍ଦେଶନା  ଦେଇଛନ୍ତି।

ସମାଜସେବୀ ଆନ୍ନା ହଜାରେଙ୍କ ଜୀବନୀ ଉପରେ ଆଧାରିତ ବାୟୋପିକ୍‌ ଫିଲ୍ମ ହେଉଛି ‘ଆନ୍ନା’। ଆନ୍ନା ହଜାରେଙ୍କ ଭୂମିକାରେ ଶଶାଙ୍କ ଉଦାପୁରକରଙ୍କୁ ଦେଖିବାକୁ ମିଳିବ। ଶଶାଙ୍କ ଉଦାପୁରକରଙ୍କ ସହ ଫିଲ୍ମରେ ତନିଶା ମୁଖାର୍ଜୀ, ଗୋବିନ୍ଦ ନାମଦେୱ ଏବଂ ରଜିତ କପୁର ପ୍ରମୁଖଙ୍କୁ ଦେଖିବାବୁ ମିଳିବେ।

ସେହିପରି ସଂଜୀବ ଶର୍ମାଙ୍କ ନିର୍ଦ୍ଦେଶିତ ସିନେମା ‘ସାତ ଉଚ୍ଚକେ’ ଆଜି ମୁକ୍ତିଲାଭ କରିଛି। ମନୋଜ ବାଜପେୟୀ, ଅନୁପମ ଖେର, କେକେ ମେନନଙ୍କ ସହ ଅନୁ କପୁର ଓ ଅଦିତି ଶର୍ମାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ। ଭିନ୍ନ ସ୍ୱାଦର ସିନେମା ସାତ ଉଚ୍ଚକେ। ଡ୍ରାମା ସହ କମେଡିରେ  ଭରପୁର ମସାଲା ରହିଛି ଏହି ଫିଲ୍ମ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story