ମୁମ୍ବାଇ: ଶୋ’ ମ୍ୟାନ ଭାବେ ପରିଚିତ ରାଜ କପୁରଙ୍କ ୧୯୫୧ର ହିଟ୍ ଫିଲ୍ମ ‘ଆୱାରା’ ଖୁବଶୀଘ୍ର ନାଟକର ରୂପ ନେବାକୁ ଯାଉଛି। ଫିଲ୍ମର ଥିଏଟର ଭର୍ସନ ପାଇଁ ଭାରତ-ଚୀନ ମଧ୍ୟରେ ବୁଝାମଣା ସ୍ୱାକ୍ଷର କରାଯାଇଛି ବୋଲି ସାଙ୍ଘାଇରେ ଭାରତୀୟ ପରିଷଦର ଜେନେରାଲ ପ୍ରକାଶ ଗୁପ୍ତା କହିଛନ୍ତି। ଭାରତୀୟ ସାଂସ୍କତିକ ସମ୍ବନ୍ଧ ପରିଷଦ ଏବଂ ଚୀନର ସାଙ୍ଘାଇ ଅନ୍ତରାଷ୍ଟ୍ରୀୟ କଳା ମହୋତ୍ସବ ମଧ୍ୟରେ ଏହାକୁ ନେଇ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି। ଏହି ବୁଝାମଣା ଅନୁଯାୟୀ ୨୦୧୭ ଓ ୨୦୧୮ରେ ଭାରତ ଓ ଚୀନରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
‘ଆୱାରା’ ଫିଲ୍ମଟି ଚୀନ୍ରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲା। କେବଳ ଫିଲ୍ମର ଷ୍ଟୋରୀ ନୁହେଁ ଗୀତ ‘ଆୱାରା ହୁଁ’ ମଧ୍ୟ ଚୀନ ବାସିନ୍ଦା ଗୁଣୁଗୁଣେଇ ହେଉଥିଲେ। ଏହି ଫିଲ୍ମ ଚୀନର ଘରେ ଘରେ ରାଜ କପୁରଙ୍କୁ ପରିଚିତ କରାଇଥିଲା। ‘ଆୱାରା ହୁଁ’ କୁ ଚୀନର ମାଣ୍ଡାରିନ୍ ଭାଷାରେ ‘ଆୱାଲା ହୁଁ’ ବୋଲି ଗାଇଥାନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Entertainment
ଜାନୁଆରୀ ୨ରୁ ତରଙ୍ଗ ପ୍ଲସ୍ରେ ନୂଆ ୱେବ୍ ସିରିଜ୍ ‘ଚିଟ୍ ଫଣ୍ଡ’ର ଷ୍ଟ୍ରିମିଂ
ୱେବ୍ ସିରିଜ୍ ’ଚିଟ୍ ଫଣ୍ଡ’ର କାହାଣୀ ରଞ୍ଜନ ଶତପଥୀ ଲେଖିଥିବା ବେଳେ ନିର୍ଦ୍ଦେଶକ ମୟଙ୍କ ଶତପଥୀ ଚିତ୍ରନାଟ୍ୟ ଦାୟିତ୍ୱ ମଧ୍ୟ ସମ୍ଭାଳିଛନ୍ତି।
Bollywood
ପୁଷ୍ପା-୨ ଦଳାଚକଟା: ଫେରିଲା ପିଲାର ଚେତା, ପରିବାରକୁ ମିଳିଲା ୨ କୋଟି
ଅଲ୍ଲୁ ଅର୍ଜୁନଙ୍କ ପରିବାର ତରଫରୁ ନାବାଳକର ପରିବାରକୁ ୧ କୋଟି ଟଙ୍କା ଦିଆଯାଇଥିବା ବେଳେ ଫିଲ୍ମର ନିର୍ଦ୍ଦେଶକ ଓ ନିର୍ମାତା ୫୦ ଲକ୍ଷ ଟଙ୍କା ଲେଖାଏଁ ଦେଇଛନ୍ତି।
Tollywood
‘ପୁଷ୍ପା ୨’ ଦଳାଚକଟା ଘଟଣା: ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଘୋଷଣା କଲେ ଅଲ୍ଲୁ ଅର୍ଜୁନଙ୍କ ବାପା
ବିବାଦ ଥମି ନଥିବାରୁ ଆଜି ଅଲ୍ଲୁ ଅର୍ଜୁନଙ୍କ ବାପା ମୃତ ମହିଳାଙ୍କ ପରିବାର ପାଇଁ ୨ କୋଟି ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି। ଅଲ୍ଲୁ ଅର୍ଜୁନଙ୍କ ବାପା ଅଲ୍ଲୁ ଅରବିନ୍ଦ ଜଣେ ଫିଲ୍ମ ନିର୍ମାତା।
Entertainment
ଝିଅ ପାଇଁ ମଦ ଛାଡ଼ିଥିଲେ ବଲିଉଡର ଏହି ଜଣାଶୁଣା ଖଳନାୟକ
ସବୁବେଳେ ଭିଲିଆନ୍ ବା କମେଡିଆନ୍ ଭୂମିକାରେ ଆସୁଥିବା ଶକ୍ତି କପୁର “ବିଗ୍ ବସ୍ର ସିଜନ୍ 5” ରେ ଭାଗ ନେଇଥିଲେ।
Bollywood
ବଲିଉଡ ସିଙ୍ଗର୍ ସାନ୍ଙ୍କ ଘରେ ଲାଗିଲା ନିଆଁ
ଯେଉଁ ସମୟରେ ବିଲ୍ଡିଂରେ ନିଆଁ ଲାଗିଥିଲା ସେତେବେଳେ ବଲିଉଡ ସିଙ୍ଗର୍ ସାନ୍ ଘରେ ଥିଲେ।