‘ବିଗ୍ ବସ୍ ୧୦’ ଘରର ପ୍ରଥମ ଝଲକ

ମୁମ୍ବାଇ: ବିଗ୍ ବସ ସିଜିନ ୧୦କୁ ନେଇ ଆସନ୍ତାକାଲି ଘରେ ଘରେ ପହଁଞ୍ଚିବେ ଦବଙ୍ଗ ଖାନ୍‌ ସଲମାନ। ଏବେ ଦେଖିବାର ସମୟ ଆସିଛି ବିଗ୍‌ ବସ୍‌ର ଘର କିପରି ହୋଇଛି। ସଲମାନ ବିଗବସ୍‌ ଘରର ପ୍ରଥମ ଝଲକ ସୋସିଆଲ ମିଡିଆରେ ସେୟାର କରିଛନ୍ତି।

ସଲମାନ ଘରର ଗାର୍ଡନ ଏରିଆରେ ଛିଡ଼ା ହେବାର ଫଟୋ ଟ୍ୱିଟ୍‌ରରେ ସେୟାର କରିଛନ୍ତି। ‘ଶୋ’ରେ ପ୍ରଥମ ଅତିଥି ଭାବେ ଦୀପିକା ଯୋଗଦେବେ। ଦୀପିକା ବିଗବସ୍‌ ୧୦ ମାଧ୍ୟମରେ ନିଜର ହଲିଉଡ ଫିଲ୍ମ xXx: ‘The Return of Xander Cage’ର ପ୍ରମୋସନ କରିବେ।