ହାପି ବର୍ଥ ଡେ, ଜୁନିୟର୍‌ ବଚ୍ଚନ

ମୁମ୍ୱାଇ: ଜୁନିୟର ବଚ୍ଚନ, ମାନେ ଅଭିଶେକ ବଚ୍ଚନ ଆଜି ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୬ ମସିହା ଫେବୃଆରୀ ୫ ତାରିଖ ଦିନ ଅଭିଶେକଙ୍କ ଜନ୍ମ ହେଇଥିଲେ। ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଜନ୍ମଦିନର ଶୁଭକାମନା ଜଣାଉଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କୁ ରୋମାଣ୍ଟିକ୍‌ ଭାବରେ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ସେ ଅଭିଶେକଙ୍କର ପିଲାଦିନର ଏକ କ୍ୟୁଟ୍‌ ଫଟୋକୁ ଶେଆର୍‌ କରିଛନ୍ତି। ଏହା ସହିତ କ୍ୟାପସନ୍‌ରେ ଲେଖିଛନ୍ତି, “ହମେଶା…ମାଁଇ ବେବି, ହାପି […]

abhisek

abhisek

Puspanjali Panda
  • Published: Tuesday, 05 February 2019
  • Updated: 05 February 2019, 08:23 PM IST

Sports

Latest News

ମୁମ୍ୱାଇ: ଜୁନିୟର ବଚ୍ଚନ, ମାନେ ଅଭିଶେକ ବଚ୍ଚନ ଆଜି ତାଙ୍କର ୪୩ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୬ ମସିହା ଫେବୃଆରୀ ୫ ତାରିଖ ଦିନ ଅଭିଶେକଙ୍କ ଜନ୍ମ ହେଇଥିଲେ। ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଜନ୍ମଦିନର ଶୁଭକାମନା ଜଣାଉଛନ୍ତି।
ଐଶ୍ୱର୍ଯ୍ୟା ରାୟ ବଚ୍ଚନ ସ୍ୱାମୀଙ୍କୁ ରୋମାଣ୍ଟିକ୍‌ ଭାବରେ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ସେ ଅଭିଶେକଙ୍କର ପିଲାଦିନର ଏକ କ୍ୟୁଟ୍‌ ଫଟୋକୁ ଶେଆର୍‌ କରିଛନ୍ତି। ଏହା ସହିତ କ୍ୟାପସନ୍‌ରେ ଲେଖିଛନ୍ତି, “ହମେଶା...ମାଁଇ ବେବି, ହାପି ହାପି ବର୍ଥଡେ ବେବି”। ସେହିପରି ଅନ୍ୟ ଏକ ଫଟୋରେ ଐଶ୍ୱର୍ଯ୍ୟା ଅଭିଶେକଙ୍କ ସହିତ ଅଛନ୍ତି।

View this post on Instagram

?always...My Baby?HAPPY HAPPY BIRTHDAY BAAABYYY?✨??⭐️

A post shared by AishwaryaRaiBachchan (@aishwaryaraibachchan_arb) on

ସେହିପରି ଅଭିଶେକ ବଚ୍ଚନଙ୍କ ଭଉଣୀ ଶ୍ୱେତା ମଧ୍ୟ ପିଲାଦିନର ଫଟୋ ଶେଆର କରି ଭାଇକୁ ଜନ୍ମଦିନର ଶୁଭକାମନା ଜଣାଇଛନ୍ତି। ଫଟୋରେ ଅଭିଶେକ ଓ ଶ୍ୱେତା ଦୁହେଁ ରହିଛନ୍ତି। ଶ୍ୱେତା କ୍ୟାପସନ୍‌ରେ ଲେଖିଛନ୍ତି, “ଢେର୍‌ ସାରା ପ୍ୟାର୍‌।”

View this post on Instagram

Love you beyond words and reason ♥️

A post shared by S (@shwetabachchan) on

୧୮ ବର୍ଷ ପୂର୍ବରୁ ଅଭିଶେକ ବଚ୍ଚନ ଫିଲ୍ମ ‘ରିଫ୍ୟୁଜି’ ଜରିଆରେ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ଅଭିଶେକ ଓ ଐଶ୍ୱର୍ଯ୍ୟାଙ୍କ ବିବାହକୁ ୧୩ ବର୍ଷ ହୋଇସାରିଛି। ଐଶ୍ୱର୍ଯ୍ୟା ଓ ଅଭିଶେକଙ୍କର ପ୍ରଥମ ଦେଖା ‘ଢାଇ ଅକ୍ଷର୍‌ ପ୍ରେମ’ର ସେଟ୍‌ରେ ହୋଇଥିଲା। ସେହି ସମୟରେ ଐଶ୍ୱର୍ଯ୍ୟା ସଲମାନ୍‌ ଖାନ୍‌ଙ୍କୁ ଡେଟ୍‌ କରୁଥିଲେ ଏବଂ ଅଭିଶେକ କରିସ୍ମା କପୁର୍‌ଙ୍କୁ।

କିନ୍ତୁ ଦୁହିଁଙ୍କର ସମ୍ପର୍କ ଲମ୍ୱା ସମୟ ପାଇଁ ରହି ପାରିଲା ନାହିଁ। କୌଣସି କାରଣରୁ କରିସ୍ମା ଓ ଅଭିଶେକଙ୍କ ମଧ୍ୟରେ ଥିବା ସମ୍ପର୍କ ଭାଙ୍ଗି ଯାଇଥିଲା। ସେହିପରି ସଲମାନ୍‌ ଓ ଐଶ୍ୱର୍ଯ୍ୟାଙ୍କ ସମ୍ପର୍କ ମଧ୍ୟ ବେଶି ଦିନ ରହି ପାରିଲା ନାହିଁ। ଏହାପରେ ଅଭିଷେକ ଓ ଐଶ୍ୱର୍ଯ୍ୟା ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story